ବୈଷୟିକ ଶିକ୍ଷାରେ ବି ଏସଇବିସି ବର୍ଗଙ୍କୁ  ୧୧.୨୫% ସଂରକ୍ଷଣ ପ୍ରଦାନ କରାଯିବ – ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 10 ଜୁନ (ହି.ସ.) - ଉଚ୍ଚ ଶିକ୍ଷାରେ ଏସଇବିସି ବର୍ଗଙ୍କୁ ୧୧.୨୫% ସଂରକ୍ଷଣ ପ୍ରଦାନ କରାଯିବା ପରେ ବୈଷୟିକ ଶିକ୍ଷାରେ ବି ଏସଇବିସି ବର୍ଗଙ୍କୁ ୧୧.୨୫% ସଂରକ୍ଷଣ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକାଶ କରିଛନ
ବୈଷୟିକ ଶିକ୍ଷାରେ ବି     ଏସଇବିସି ବର୍ଗଙ୍କୁ  ୧୧.୨୫% ସଂରକ୍ଷଣ ପ୍ରଦାନ     କରାଯିବ – ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର,

10 ଜୁନ (ହି.ସ.) -

ଉଚ୍ଚ ଶିକ୍ଷାରେ ଏସଇବିସି ବର୍ଗଙ୍କୁ

୧୧.୨୫% ସଂରକ୍ଷଣ ପ୍ରଦାନ କରାଯିବା ପରେ ବୈଷୟିକ ଶିକ୍ଷାରେ ବି ଏସଇବିସି

ବର୍ଗଙ୍କୁ ୧୧.୨୫% ସଂରକ୍ଷଣ ପ୍ରଦାନ କରାଯିବ ବୋଲି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି ।

ସରକାର ଗଠନର ଏକ ବର୍ଷ

ପୂର୍ତି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ଶ୍ରୀ ମାଝୀ

କହିଛନ୍ତି ଯେ ଏ ଦିଗପରେ କାମ ଚାଲିଛି । ଚଳିତ ବର୍ଷରେ ହିଁ କରାଯିବ ବୋଲି ସେ ସୂଚନା ଦେଇଛନ୍ତି

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande