ଅହମଦାବାଦ-ଲଣ୍ଡନ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 12 ଜୁନ୍ (ହି.ସ.)- ଅହମଦାବାଦ-ଲଣ୍ଡନ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏୟାର୍ ଇଣ୍ଡିଆ ଅହମଦାବାଦ-ଲଣ୍ଡନ୍ ଫ୍ଲାଇଟ୍‌ ଦୁର୍ଘଟଣାର ଦୁଃଖଦ ଘଟ
ଅହମଦାବାଦ-ଲଣ୍ଡନ ବିମାନ     ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 12 ଜୁନ୍ (ହି.ସ.)- ଅହମଦାବାଦ-ଲଣ୍ଡନ

ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ

ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏୟାର୍ ଇଣ୍ଡିଆ ଅହମଦାବାଦ-ଲଣ୍ଡନ୍

ଫ୍ଲାଇଟ୍‌ ଦୁର୍ଘଟଣାର ଦୁଃଖଦ ଘଟଣା ସଂପର୍କରେ ଶୁଣି ମୁଁ ଗଭୀର ଭାବେ ଦୁଃଖିତ। ଏହି କଷ୍ଟଦାୟକ

ସମୟରେ ସମସ୍ତ ଯାତ୍ରୀ, କ୍ରୁ

ସଦସ୍ୟ ଓ ତାଙ୍କର ପରିବାରସଦସ୍ୟଙ୍କ ପାଇଁ ମୁଁ ଚିନ୍ତା ପ୍ରକଟ କରିବା ସହ ପ୍ରାର୍ଥନା କରୁଛି ।

ମୁଁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କ ସୁରକ୍ଷା ଓ ଶୀଘ୍ର ସୁସ୍ଥତା ପାଇଁ ପ୍ରାର୍ଥନା

କରୁଛି।

ଓଡ଼ିଶା, ଗୁଜରାଟ ଓ ଏହି ଦୁଃଖଦ ଘଟଣାରେ ପ୍ରଭାବିତ

ସମସ୍ତଙ୍କ ସହିତ ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande