କୋରବାରେ 20 ଫୁଟ ଗଭୀର କେନାଲରେ ପଡି କାରଚାଳକ ନିଖୋଜ,ତଦନ୍ତ କରୁଛି ପୋଲିସ
କୋରବା 12 ଜୁନ (ହି.ସ)-କୋରବା ଜିଲ୍ଲାରେ ଏକ କାର 20 ଫୁଟ ଗଭୀର କେନାଲରେ ଖସିପଡିଛି।ବରମପୁର ମୁଖ୍ୟ ରାସ୍ତାରେ 12 ଜୁନ ଗୁରୁବାର ସକାଳର ଘଟଣା।କାରଟି ନାଳରେ ପଡିବା ଦେଖି ସ୍ଥାନୀୟ ଲୋକମାନେ ପୋଲିସକୁ ସୁଚନା ଦେଇଥିଲେ। କେନାଲରେ କେବଳ କାରଟି ଦେଖାଯାଇଥିଲା।କାରରେ କୌଣସି
କୋରବାରେ 20 ଫୁଟ ଗଭୀର କେନାଲରେ ପଡି କାରଚାଳକ ନିଖୋଜ,ତଦନ୍ତ କରୁଛି ପୋଲିସ


କୋରବା 12 ଜୁନ (ହି.ସ)-କୋରବା

ଜିଲ୍ଲାରେ ଏକ କାର 20 ଫୁଟ ଗଭୀର କେନାଲରେ ଖସିପଡିଛି।ବରମପୁର ମୁଖ୍ୟ ରାସ୍ତାରେ 12 ଜୁନ

ଗୁରୁବାର ସକାଳର ଘଟଣା।କାରଟି ନାଳରେ ପଡିବା ଦେଖି ସ୍ଥାନୀୟ ଲୋକମାନେ ପୋଲିସକୁ ସୁଚନା

ଦେଇଥିଲେ। କେନାଲରେ କେବଳ କାରଟି ଦେଖାଯାଇଥିଲା।କାରରେ କୌଣସି ଯାତ୍ରୀ ଦେଖାଯାଇନଥିଲେ।ଘଟଣାଟି

ସର୍ବମଙ୍ଗଳା ଚୌକି ଅଞ୍ଚଳର।ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି।କାରରେ ଥିବା

ଲୋକଙ୍କର ଏପର୍ଯ୍ୟନ୍ତ କୌଣସି ପତ୍ତା ମିଳିନାହିଁ।ଆଉଟପୋଷ୍ଟ ପ୍ରଭାରୀ ବିଭବ ତିୱାରୀ ଅନୁସାରେ

କାରର ନମ୍ବର ଆଧାରରେ ଗାଡି ମାଲିକଙ୍କୁ ଚିହ୍ନଟ କରାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande