ବର୍ଷକ ମଧ୍ୟରେ ମୋହନ ସରକାର କଥା ଦେଇ କଥା ରଖିଛନ୍ତି- ରବି ନାଏକ
ଭୁବନେଶ୍ୱର, 12 ଜୁନ୍ (ହି.ସ.)- ୨୪ ବର୍ଷରେ ଓଡ଼ିଶା ବାସୀ ପ୍ରତାରିତ ହୋଇଥିଲେ । ପ୍ରତିଶୃତି ଦେଇ କଥା ରଖି ପାରୁନଥିଲେ ପୂର୍ବ ସରକାର । ବର୍ଷକ ମଧ୍ୟରେ ମୋହନ ସରକାର କଥା ଦେଇ କଥା ରଖିଛନ୍ତି ବୋଲି କହିଛନ୍ତି ପଂଚାୟତିରାଜ ମନ୍ତ୍ରୀ ରବି ନାଏକ। ବିଗତ ଦିନର ସରକାର ୧୦
ବର୍ଷକ ମଧ୍ୟରେ ମୋହନ     ସରକାର କଥା ଦେଇ କଥା ରଖିଛନ୍ତି- ରବି ନାଏକ


ଭୁବନେଶ୍ୱର, 12 ଜୁନ୍ (ହି.ସ.)- ୨୪ ବର୍ଷରେ

ଓଡ଼ିଶା ବାସୀ ପ୍ରତାରିତ ହୋଇଥିଲେ । ପ୍ରତିଶୃତି ଦେଇ କଥା ରଖି ପାରୁନଥିଲେ ପୂର୍ବ ସରକାର ।

ବର୍ଷକ ମଧ୍ୟରେ ମୋହନ ସରକାର କଥା ଦେଇ କଥା ରଖିଛନ୍ତି ବୋଲି କହିଛନ୍ତି ପଂଚାୟତିରାଜ ମନ୍ତ୍ରୀ ରବି ନାଏକ। ବିଗତ ଦିନର ସରକାର

୧୦୦ ଟଙ୍କା ବୋନସ ଦେବା କଥା କହି ୫ ପଇସା ଦେଇ ପାରିଲେନି । ମୋହନ ସରକାର ଚାଷୀଙ୍କ ଖାତାକୁ ୩୧୦୦

ଟଙ୍କା ପଠାଇଲେ । ମହିଳା ଶସକ୍ତିକରଣ ପାଇଁ ସୁଭଦ୍ରା ଯୋଜନା ହେଲା । ବିକାଶ ବାହନ ପଞ୍ଚାୟତକୁ

ଗଡିବ । ସରକାରୀ ଯୋଜନା ବାବଦରେ ଅବଗତ କରାଇବ । ସରକାରୀ ଯୋଜନାର ମୂଲ୍ୟାୟନ କରିବେ ଲୋକେ ।

ପଞ୍ଚାୟତ ସ୍ତରରେ ଷ୍ଟଲ ହେବ । ଲୋକେ ସବୁ ଯୋଜନା ବାବଦରେ ସୂଚନା ପାଇବେ, ସମସ୍ୟା ସମାଧାନ କରିବେ । ସରକାରୀ ଅଧିକାରୀ ସବୁ

କଥା ବୁଝାଇବେ। ପୂର୍ବ ସରକାରର ମନ୍ତ୍ରୀ ଲୋକଙ୍କ

ପାଖକୁ ଯାଇନଥିଲେ । ବିଜେପି ସରକାର ଲୋକଙ୍କ ପାଖକୁ ଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande