ଡ଼ାକ୍ତର ଭି. ନାଗେଶ୍ଵର ପାତ୍ରଙ୍କ ପରଲୋକ
ଗଞ୍ଜାମ, ୧୬ ଜୁନ୍ (ହି.ସ.)- ଗଞ୍ଜାମ ଜିଲ୍ଲାର ବରିଷ୍ଠ ଚକ୍ଷୁ ଡାକ୍ତର ଭି. ନାଗେଶ୍ଵର ପାତ୍ରଙ୍କର ୭୬ ଵର୍ଷ ବୟସରେ ଗଜପତିନଗରସ୍ଥ ଵାସଭଵନରେ ଗତକାଲି ପରଲୋକ ଘଟିଛି । ମୃତ୍ୟୁ ଶଯ୍ୟା ନିକଟରେ ପରିବାର ସଦସ୍ୟଙ୍କ ସମେତ ବହୁମାନ୍ଯଗନ୍ୟ ବ୍ୟକ୍ତି ଉପସ୍ଥିତ‌ ରହି ଶୋକପ୍ରକାଶ କରିଛନ୍ତିି । ଡକ୍ଟରସ‌ଫୋରମର
ଡ଼ାକ୍ତର ଭି. ନାଗେଶ୍ଵର ପାତ୍ରଙ୍କ ପରଲୋକ


ଗଞ୍ଜାମ, ୧୬ ଜୁନ୍ (ହି.ସ.)- ଗଞ୍ଜାମ ଜିଲ୍ଲାର ବରିଷ୍ଠ ଚକ୍ଷୁ ଡାକ୍ତର ଭି. ନାଗେଶ୍ଵର ପାତ୍ରଙ୍କର ୭୬ ଵର୍ଷ ବୟସରେ ଗଜପତିନଗରସ୍ଥ ଵାସଭଵନରେ ଗତକାଲି ପରଲୋକ ଘଟିଛି । ମୃତ୍ୟୁ ଶଯ୍ୟା ନିକଟରେ ପରିବାର ସଦସ୍ୟଙ୍କ ସମେତ ବହୁମାନ୍ଯଗନ୍ୟ ବ୍ୟକ୍ତି ଉପସ୍ଥିତ‌ ରହି ଶୋକପ୍ରକାଶ କରିଛନ୍ତିି ।

ଡକ୍ଟରସ‌ଫୋରମର ପୂର୍ବତନ ସମ୍ପାଦକ ଡାକ୍ତର ହୃଷୀକେଶ ମହାନ୍ତି ‌ଡାକ୍ତର ରାଓଙ୍କ ବିୟୋଗରେ ଗଭୀର ଶୋକ‌ ପ୍ରକାଶ କରି ଆତ୍ମାର ସଦଗତି କାମନା କରିଵାସହ ଶୋକ ସନ୍ତପ୍ତ ପରିବାର ଵର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତିି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande