‘ରଙ୍ଗବତୀ’ ଗୀତର ଗାୟକ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 16 ଜୁନ୍ (ହି.ସ.)- ‘ରଙ୍ଗବତୀ’ ଗୀତର ଗାୟକ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ନୂଆଦିଲ୍ଲୀ ଠାରେ ‘ରଙ୍ଗବତୀ’ ଗୀତର ଗାୟକ ପଦ୍ମଶ୍ରୀ ଜି
‘ରଙ୍ଗବତୀ’ ଗୀତର ଗାୟକ ପଦ୍ମଶ୍ରୀ     ଜିତେନ୍ଦ୍ର ହରିପାଲଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 16 ଜୁନ୍ (ହି.ସ.)- ‘ରଙ୍ଗବତୀ’ ଗୀତର ଗାୟକ

ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ

ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ନୂଆଦିଲ୍ଲୀ ଠାରେ ‘ରଙ୍ଗବତୀ’ ଗୀତର ଗାୟକ

ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲଙ୍କୁ ଭେଟି ଆନନ୍ଦିତ । ସମ୍ବଲପୁରୀ କାବ୍ୟ ଆକାଶର ସବୁଠୁ

ଉଜ୍ଜ୍ୱଳ ତାରା ହେଉଛି ‘ରଙ୍ଗବତୀ’ । ଏହି ଗୀତ ଆଜି

ଦେଶ-ବିଦେଶରେ ଅଜସ୍ର ଲୋକପ୍ରିୟତା ସାଉଁଟିପାରିଛି, ଯାହା ଆମର କଳା

କ୍ଷେତ୍ର ପାଇଁ ଗୌରବମୟ ଉପଲବ୍ଧି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande