ଭୁବନେଶ୍ୱର,୧୬ ଜୁନ୍ (ହି.ସ.)- ଷଷ୍ଠ ରାଜ୍ୟ ଅର୍ଥ କମିଶନ୍ ର ଅଧ୍ୟକ୍ଷ ଡ଼. ଅରୁଣ କୁମାର ପଣ୍ଡା ଓ କମିଶନର ଅନ୍ୟ ସଦସ୍ୟ ମାନେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କମିଶନର ୱେବସାଇଟ ଉନ୍ମୋଚନ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା