ମହିଳା ଓ ଶିଶୁ କମିଶନ ପ୍ରତିଷ୍ଠାନରେ ରଜ ପାଳିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
ଭୁବନେଶ୍ୱର,୧୬ ଜୁନ୍ (ହି.ସ.)- ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୋମବାର ରାଜ୍ୟ ମହିଳା ଓ ଶିଶୁ କମିଶନ ପ୍ରତିଷ୍ଠାନରେ ରଜ ପାଳନ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ମହିଳା ଅଧିକାରୀ ମାନଙ୍କ ସହ ରଜ ଦୋଳି ଖେଳିଥିଲେ, ପାନ ଖାଇବା ସହ ହାତରେ ମେହେନ୍ଦୀ ମଧ୍ୟ କରିଥିଲେ। ଉପ ମୁଖ୍ୟମନ୍ତ୍ରୀ ଶେଷ ରଜର ଶୁଭେଚ୍ଛା
ମହିଳା ଓ ଶିଶୁ କମିଶନ ପ୍ରତିଷ୍ଠାନରେ ରଜ ପାଳିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା


ଭୁବନେଶ୍ୱର,୧୬ ଜୁନ୍ (ହି.ସ.)- ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୋମବାର ରାଜ୍ୟ ମହିଳା ଓ ଶିଶୁ କମିଶନ ପ୍ରତିଷ୍ଠାନରେ ରଜ ପାଳନ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ମହିଳା ଅଧିକାରୀ ମାନଙ୍କ ସହ ରଜ ଦୋଳି ଖେଳିଥିଲେ, ପାନ ଖାଇବା ସହ ହାତରେ ମେହେନ୍ଦୀ ମଧ୍ୟ କରିଥିଲେ। ଉପ ମୁଖ୍ୟମନ୍ତ୍ରୀ ଶେଷ ରଜର ଶୁଭେଚ୍ଛା ଜଣାଇ କହିଛନ୍ତି ରଜ ହେଉଛି ପ୍ରକୃତି, ମା, ଏମାନଙ୍କର ଗୋଟେ ପ୍ରତିଛବି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande