ରାଜ୍ୟରେ ଜୁନ୍ ୨୦ ତାରିଖରୁ ଖୋଲିବ ସ୍କୁଲ୍
ଭୁବନେଶ୍ୱର, 16 ଜୁନ୍ (ହି.ସ.)- ରାଜ୍ୟରେ ଜୁନ୍ ୨୦ ତାରିଖରୁ ଖୋଲିବ ସ୍କୁଲ୍ । ୧୮ ବଦଳରେ ୨୦ ତାରିଖରେ ସ୍କୁଲ ଖୋଲିବ । ସବୁ ଜିଲ୍ଲାର ଶିକ୍ଷାଅଧିକାରୀଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଚିଠି କରିଛି । ---------------
ରାଜ୍ୟରେ ଜୁନ୍ ୨୦ ତାରିଖରୁ ଖୋଲିବ ସ୍କୁଲ୍


ଭୁବନେଶ୍ୱର, 16 ଜୁନ୍ (ହି.ସ.)- ରାଜ୍ୟରେ ଜୁନ୍ ୨୦ ତାରିଖରୁ ଖୋଲିବ ସ୍କୁଲ୍ । ୧୮

ବଦଳରେ ୨୦ ତାରିଖରେ ସ୍କୁଲ ଖୋଲିବ । ସବୁ

ଜିଲ୍ଲାର ଶିକ୍ଷାଅଧିକାରୀଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଚିଠି କରିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande