ଭୁବନେଶ୍ୱର, 16 ଜୁନ୍ (ହି.ସ.)- ପୁରୀ ଗଜପତି ମହାରାଜଙ୍କ ସାନଭାଇ ତଥା ଥାଟରାଜା
ରଣାର୍ଣ୍ଣବ ଦେବଙ୍କ ଦେହାନ୍ତ ହୋଇଛି । ଅସୁସ୍ଥତା ଯୋଗୁଁ ଗତ ବିଳମ୍ବିତ ରାତିରେ ମୃତ୍ୟୁ
ହୋଇଛି। ଥାଟ ରାଜାଙ୍କ ବିୟୋଗରେ ପୁରୀରେ ଶୋକର ଛାୟା ଖେଳିଯାଇଛି। ସ୍ୱର୍ଗଦ୍ୱାରଠାରେ ଶେଷକୃତ୍ୟ
ସମ୍ପନ୍ନ ହେବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା