ଜାମ୍ମୁ 18 ଜୁନ (ହି.ସ)-ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ଯାନବାହାନ
ଚଳାଚଳ ପାଇଁ ଖୋଲିଛି।ଆଜି ଛୋଟ ଯାନବାହାନ ରାଜପଥର ଉଭୟ ପାର୍ଶ୍ୱରେ ଚଳାଚଳ କରିବାକୁ ଅନୁମତି
ଦିଆଯାଇଥିବାବେଳେ ବଡ ଯାନବାହାନଗୁଡିକୁ କେବଳ ଜାମ୍ମୁରୁ ଶ୍ରୀନଗର ଯିବାକୁ ଅନୁମତି
ଦିଆଯାଇଛି।ଟ୍ରାଫିକ ବିଭାଗର ଅଧିକାରୀ କହିଛନ୍ତି ଯେ ଜାମ୍ମୁ-ଶ୍ରୀନଗର ରାଜପଥରେ ଯାନବାହନ
ଚଳାଚଳ ସ୍ୱାଭାବିକ ସ୍ୱାଭାବିକ ଭାବରେ ଜାରି ରହିଛି।ଛୋଟଯାନଗୁଡିକୁ ସେମାନଙ୍କ ଲେନରେ ଚଳାଇବାକୁ
ନିର୍ଦ୍ଦେଶ ଦିଆଯାଇଛି ଏବଂ କୌଣସି ଯାନକୁ ଦ୍ରୁତ ଗତିରେ କିମ୍ବା ଓଭରଟେକିଂ ନ କରିବାକୁ ପରାମର୍ଶ
ଦିଆଯାଇଛି।ଯାହାଦ୍ୱାରା ରାଜପଥରେ କୌଣସି ଟ୍ରାଫିକ ଜାମ ପରିସ୍ଥିତି ନ ହୁଏ।ଏହି ସମୟରେ ଛୋଟଯାନବାହନଗୁଡିକୁ ଜାମ୍ମୁରୁ
ଶ୍ରୀନଗର ଏବଂ ଶ୍ରୀନଗରରୁ ଜାମ୍ମୁ ଉଭୟ ପାର୍ଶ୍ୱରୁ
ଅନୁମତି ଦିଆଯାଉଥିବାବେଳେ ବଡ ଯାନବାହନକୁ କେବଳ
ଜାମ୍ମୁରୁ ଶ୍ରୀନଗର ଯିବାକୁଅନୁମତି ଦିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା