ଭୁବନେଶ୍ୱର, 18 ଜୁନ୍ (ହି.ସ.)- ଆରଏସଏସର
ପଂଚମ ସରସଂଘଚାଳକ କେଏସ ସୁଦର୍ଶନଙ୍କୁ ଜୟନ୍ତୀରେ ନମନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ
। ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଦେଶ ଉତ୍ଥାନ ପାଇଁ ନିଜର
ସଂପୂର୍ଣ୍ଣ ଜୀବନ ସମର୍ପିତ କରିଥିବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପଂଚମ ସରସଂଘଚାଳକ ପରମ
ପୂଜ୍ୟ କେ.ଏସ ସୁଦର୍ଶନଜୀଙ୍କୁ ତାଙ୍କ ଜୟନ୍ତୀ ଅବସରରେ କୋଟି କୋଟି ପ୍ରଣାମ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା