ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ସୁରୁଖୁରୁରେ ଚାଲିଛି ଯାତାୟତ
ଜାମ୍ମୁ 2 ଜୁନ (ହି.ସ)-ଜାମ୍ମୁ -ଶ୍ରୀନଗର ଜାତୀୟ ରାଜପଥରେ ଯାତାୟତ ସୁରୁଖୁରୁରେ ଚାଲିଛି।ଆଜି ଛୋଟ ଯାନଗୁଡିକୁ ଉଭୟ ପାର୍ଶ୍ୱରୁ ଯିବାକୁ ଅନୁମତି ଦିଆଯାଇଥିବାବେଳେ ବଡ ଯାନଗୁଡିକୁ କେବଳ ଜାମ୍ମୁରୁ ଶ୍ରୀନଗର ଅଭିମୁଖେ ଯିବାକୁ ଅନୁମତି ଦିଆଯାଇଛି।ଟ୍ରାଫିକ ବିଭାଗର ଅଧିକାର
ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ସୁରୁଖୁରୁରେ ଚାଲିଛି ଯାତାୟତ


ଜାମ୍ମୁ 2 ଜୁନ (ହି.ସ)-ଜାମ୍ମୁ

-ଶ୍ରୀନଗର ଜାତୀୟ ରାଜପଥରେ ଯାତାୟତ ସୁରୁଖୁରୁରେ ଚାଲିଛି।ଆଜି ଛୋଟ ଯାନଗୁଡିକୁ ଉଭୟ ପାର୍ଶ୍ୱରୁ

ଯିବାକୁ ଅନୁମତି ଦିଆଯାଇଥିବାବେଳେ ବଡ ଯାନଗୁଡିକୁ କେବଳ ଜାମ୍ମୁରୁ ଶ୍ରୀନଗର ଅଭିମୁଖେ ଯିବାକୁ

ଅନୁମତି ଦିଆଯାଇଛି।ଟ୍ରାଫିକ ବିଭାଗର ଅଧିକାରୀ କହିଛନ୍ତି ଯେ ଜାମ୍ମୁ -ଶ୍ରୀନଗର ରାଜପଥରେ ଯାନବାହାନ

ଚଳାଚଳ ସ୍ୱାଭାବିକ ଭାବରେ ଜାରି ରହିଛି।ଯାନବାହାନଗୁଡିକୁ ସେମାନଙ୍କ ଲେନରେ ଚଳାଇବାକୁ

ନିର୍ଦ୍ଦେଶ ଦିଆଯାଇଛି ଏବଂ କୌଣସି ମଧ୍ୟ ଯାନଗୁଡିକୁ ଦ୍ରୁତ ଗତିରେ କିମ୍ବା ଓଭରଟେକିଂ ନ

କରିବାକୁ ପରାମର୍ଶ ଦିଆଯାଇଛି ଯାହାଦ୍ୱାରା ରାଜାର୍ଗରେ ଟ୍ରାଫିକ ଜାମ ପରିସ୍ଥିତି ସୃଷ୍ଟି ନ ହୁଏ।ଏହାରି

ମଧ୍ୟରେ ଛୋଟ ଯାନଗୁଡିକୁ ଜାମ୍ମୁରୁ ଶ୍ରୀନଗର ଏବଂ ଶ୍ରୀନଗରରୁଜାମ୍ମୁ ଉଭୟ ପାର୍ଶ୍ୱରୁ ଯିବାକୁ ଅନୁମତି ଦିଆଯାଇଥିବାବେଳେ

ବଡ ଯାନଗୁଡିକୁ କେବଳ ଜାମ୍ମୁରୁ ଶ୍ରୀନଗର ଅଭିମୁଖେ ଯିବାକୁ ଅନୁମତି ଦିଆଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande