ଭୁବନେଶ୍ବରରେ ଡେଙ୍ଗୁ ଓ ଜଳବାହିତ ରୋଗ ରୋକିବା ନେଇ ବିଏମସିର ସମୀକ୍ଷା ବୈଠକ
ଭୁବନେଶ୍ୱର, 24 ଜୁନ୍ (ହି.ସ.)- ଭୁବନେଶ୍ବରରେ ଡେଙ୍ଗୁ ଓ ଜଳବାହିତ ରୋଗ ରୋକିବା ନେଇ ବିଏମସିର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ବର ମେୟରଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ୱାଟୋକ, ସ୍ବାସ୍ଥ୍ୟ, ଡ୍ରେନେଜ, ଷ୍ଟାଣ୍ଡିଙ୍କ କମିଟି ଅଧକ
ଭୁବନେଶ୍ବରରେ     ଡେଙ୍ଗୁ ଓ ଜଳବାହିତ ରୋଗ ରୋକିବା ନେଇ ବିଏମସିର ସମୀକ୍ଷା ବୈଠକ


ଭୁବନେଶ୍ୱର, 24 ଜୁନ୍ (ହି.ସ.)- ଭୁବନେଶ୍ବରରେ ଡେଙ୍ଗୁ ଓ ଜଳବାହିତ ରୋଗ ରୋକିବା

ନେଇ ବିଏମସିର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ବର ମେୟରଙ୍କ ଅଧ୍ୟକ୍ଷତାରେ ସମୀକ୍ଷା

ବୈଠକ ଅନୁଷ୍ଠିତ ହୋଇଥିଲା। ୱାଟୋକ, ସ୍ବାସ୍ଥ୍ୟ, ଡ୍ରେନେଜ, ଷ୍ଟାଣ୍ଡିଙ୍କ

କମିଟି ଅଧକ୍ଷ ଓ ବିଭିନ୍ନି ସଫେଇ ଏଜେନ୍ସି ସହ

ଏକାଧିକ ଲାଇନ ଡିପାର୍ଟମେଣ୍ଟ ଉପସ୍ଥିତ ଥିଲେ।

ଝାଡାବାନ୍ତି ପରେ ବିଏମସିକୁ ଡେଙ୍ଗ ଟେନସନ ବଢାଇଛି । ଡେଙ୍ଗୁ

ଓ ଜଳବାହିତ ରୋଗ ରୋକିବା ନେଇ ବିଏମସି କରିଛି ମାନସମନ୍ଥନ। ୱାଟୋକ, ସ୍ବାସ୍ଥ୍ୟ, ଡ୍ରେନେଜ, ଷ୍ଟାଣ୍ଡିଙ୍କ

କମିଟି ଅଧକ୍ଷ ଓ ବିଭିନ୍ନି ସଫେଇ ଏଜେନ୍ସି

ଆଲୋଚନା କରି ରଣନିତୀ କରିଛି। ଲୋକଙ୍କୁ ସତେଚନ କରିବେ ସ୍ବଚ୍ଛ ସାଥୀ ଓ କର୍ପୋରେଟର।

ଏବେ ସୁଦ୍ଧା ୪୫ ଜଣ ଡେଙ୍ଗୁ ଆକ୍ରାନ୍ତ ହୋଇଛନ୍ତି । ପ୍ରତି ୱାର୍ଡରେ ପାଣି ସଂଗ୍ରହ କରାଯାଉଛି

ଜଳ ନମୁନା। ସେପଟେ ହୋଟେଲେ ଓ ଷ୍ଟ୍ରିଟ ଫୁଡରେ

ସ୍ବାସ୍ଥ୍ୟକର ପରିବେଶ ଓ ଗୁଣବତ୍ତା ନେଇ ଯାଞ୍ଚ କରୁଛି ବିଏମସି ଫୁଡ ସ୍କ୍ବାର୍ଡ। ଏହା

ସହିତ ବ୍ୟବସାୟିକ ଅନୁଷ୍ଠାନ ଗୁଡିକରେ ଫ୍ରେସ ଜିନିଷ ବିକ୍ରି କରିବା ନେଇ ନିର୍ଦ୍ଦେଶ ହୋଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା

 rajesh pande