ଜୁନ୍ ୧ରୁ ୩୦ ତାରିଖ ସୁଦ୍ଧା ରାଜ୍ୟରେ ୨୪୫.୨ ମି.ମି. ବର୍ଷା ରେକର୍ଡ଼ : ୩ ଜିଲ୍ଲାରେ ସବୁଠୁ ଅତ୍ୟଧିକ, ୯ ଜିଲ୍ଲାରେ ଅତ୍ୟଧିକ, ୧୫ ଜିଲ୍ଲାରେ ସ୍ୱାଭାବିକ୍ ବର୍ଷା ଏବଂ ୩ ଜିଲ୍ଲାରେ ନିଅଂଟିଆ ବର୍ଷା
ଭୁବନେଶ୍ୱର, ୩୦ ଜୁନ୍ (ହି.ସ.)- ଚଳିତ ମୌସୁମୀ ଋତୁରେ, ଜୁନ୍ ୧ ତାରିଖ ଠାରୁ ୩୦ ତାରିଖ ସୁଦ୍ଧା ରାଜ୍ୟରେ ହାରାହାରି ୨୪୫.୨ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଯାହାକି ସ୍ୱାଭାବିକ୍ ବର୍ଷା ଠାରୁ ୧୭ ପ୍ରତିଶତ ଅଧିକ ରହିଛି । ଏହି ସମୟରେ ସ୍ୱାଭାବିକ୍ ବର୍ଷା ୨୦୯.୩ ମି.ମି ରହିଥାଏ । ଏହି ଅବଧି ମଧ୍ୟର
ଜୁନ୍ ୧ରୁ ୩୦ ତାରିଖ ସୁଦ୍ଧା ରାଜ୍ୟରେ ୨୪୫.୨ ମି.ମି. ବର୍ଷା ରେକର୍ଡ଼ : ୩ ଜିଲ୍ଲାରେ ସବୁଠୁ ଅତ୍ୟଧିକ, ୯ ଜିଲ୍ଲାରେ ଅତ୍ୟଧିକ, ୧୫ ଜିଲ୍ଲାରେ ସ୍ୱାଭାବିକ୍ ବର୍ଷା ଏବଂ ୩ ଜିଲ୍ଲାରେ ନିଅଂଟିଆ ବର୍ଷା


ଭୁବନେଶ୍ୱର, ୩୦ ଜୁନ୍ (ହି.ସ.)- ଚଳିତ ମୌସୁମୀ ଋତୁରେ, ଜୁନ୍ ୧ ତାରିଖ ଠାରୁ ୩୦ ତାରିଖ ସୁଦ୍ଧା ରାଜ୍ୟରେ ହାରାହାରି ୨୪୫.୨ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଯାହାକି ସ୍ୱାଭାବିକ୍ ବର୍ଷା ଠାରୁ ୧୭ ପ୍ରତିଶତ ଅଧିକ ରହିଛି । ଏହି ସମୟରେ ସ୍ୱାଭାବିକ୍ ବର୍ଷା ୨୦୯.୩ ମି.ମି ରହିଥାଏ ।

ଏହି ଅବଧି ମଧ୍ୟରେ ୩ ଜିଲ୍ଲାରେ ସବୁଠୁ ଅତ୍ୟଧିକ, ୯ ଜିଲ୍ଲାରେ ଅତ୍ୟଧିକ, ୧୫ ଜିଲ୍ଲାରେ ସ୍ୱାଭାବିକ୍ ବର୍ଷା ଏବଂ ୩ ଜିଲ୍ଲାରେ ନିଅଂଟିଆ ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande