ଭୁବନେଶ୍ୱର, 30 ଜୁନ୍ (ହି.ସ.)
- ମହାପ୍ରଭୁ ଶ୍ରୀ
ଲିଙ୍ଗରାଜ ମନ୍ଦିର ଆସି ଦର୍ଶନ କରିଛନ୍ତି କଣ୍ଠଶିଳ୍ପୀ ଅନୁରାଧା ପୋଡ଼ୱାଲ। ଗତକାଲି ପୁରୀରେ
ରଥାରୁଢ଼ ଚତୁର୍ଦ୍ଧା ମୂରତିଙ୍କୁ ଦର୍ଶନ କରିଥିଲେ। ତେବେ ଦୀର୍ଘ 25 ପର୍ବ ହେବ ସେ ଓଡିଶା ଆସି
ଠାକୁରଙ୍କୁ ଦର୍ଶନ କରୁଛନ୍ତି ଏବଂ ଓଡିଶାର କଳା ସଂସ୍କୃତି ତାଙ୍କୁ ବହୁତ ଭଲ ଲାଗେ ବୋଲି ସେ ପ୍ରତିକ୍ରିୟା
ରଖିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା