ଶରଧାବାଲିରେ ଦଳାଚକଟା ଘଟଣା, 30ଦିନରେ ତଦନ୍ତ
ଭୁବନେଶ୍ୱର, 30 ଜୁନ୍ (ହି.ସ.)- ଶରଧାବାଲିରେ ଦଳାଚକଟାରେ 3 ଶ୍ରଦ୍ଧାଳୁ ମୃତ୍ୟୁ ଘଟଣା। ଉନ୍ନୟନ କମିଶନର ଅନୁ ଗର୍ଗ ପ୍ରତିକ୍ରିୟା ରଖିଛନ୍ତି । ତଦନ୍ତ ପାଇଁ 30 ଦିନ ସମୟ ଦିଆଯାଇଛି। ତା ଭିତରେ ପୁରୀ ଯାଇ ତଦନ୍ତ କରିବୁ ବୋଲି ସେ କହିଛନ୍ତି । ---------------
ଶରଧାବାଲିରେ ଦଳାଚକଟା ଘଟଣା,     30ଦିନରେ ତଦନ୍ତ


ଭୁବନେଶ୍ୱର, 30 ଜୁନ୍ (ହି.ସ.)- ଶରଧାବାଲିରେ

ଦଳାଚକଟାରେ 3 ଶ୍ରଦ୍ଧାଳୁ ମୃତ୍ୟୁ ଘଟଣା। ଉନ୍ନୟନ କମିଶନର ଅନୁ ଗର୍ଗ ପ୍ରତିକ୍ରିୟା ରଖିଛନ୍ତି ।

ତଦନ୍ତ ପାଇଁ 30 ଦିନ ସମୟ ଦିଆଯାଇଛି। ତା ଭିତରେ ପୁରୀ ଯାଇ ତଦନ୍ତ କରିବୁ ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande