୧୦ ମେଟ୍ରିକ ଟନ ଖଇର କାଠ ଟାଟା 407 ଜବତ
ବଲାଙ୍ଗିର, 4 ଜୁନ୍ (ହି.ସ.) ଗତ ୩ ତାରିଖ ସକାଳ ପ୍ରାୟ ୯.୩୦ ବେଳେ ପାଟଣାଗଡ଼ ରେଞ୍ଜ କର୍ମଚାରୀ ମାନେ ନିଲଜୀ ବାହାଲ ଗ୍ରାମ ଠାରେ ୧୦ ମେଟ୍ରିକ ଟନ ବେଆଇନ ଖଇର କାଠ ଲୋଡ (ଟାଟା 407 ସି ଜି ୨୨ ଏ ବି ୭୧୩୬ ନମ୍ବର )ଗାଡ଼ି ଜବତ କରି ଅଧିକ ତଦନ୍ତ ଜାରି ରଖିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

 rajesh pande