ସମ୍ବଲପୁର, ୦୪ ଜୁନ୍ (ହି.ସ.) ମାଇଁ ଇଲେଭେନ୍ ସର୍କଲ ଟିମ୍ କରି ବହୁ ଯୁବ ପ୍ରତିଭା କୋଟିପତି ହେଉଥିବା ଡିଣ୍ଡିମ ପିଟାଯାଉଥିବା ବେଳେ ପଶ୍ଚିମ ଓଡିଶାବାସୀଙ୍କୁ ହୀରାକୁଦ ଅଞ୍ଚଳର ଶିବ ସୁନ୍ଦର ପଶାୟତ ନାମକ ଯୁବକ ଗର୍ବିତ କରାଇଛନ୍ତି । ସେ 'ମାଇଁ ଇଲେଭେନ୍ ସର୍କଲ' ପାଇଁ କରିଥିବା ଟିମ୍ ମନୋନୀତ ହେବା ପରେ ଏକ ମହିନ୍ଦ୍ରା ଥର୍ ଗାଡ଼ି ସହ ୩ କୋଟି ଟଙ୍କା ବିଜୟୀ ହୋଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ