ବଲାଙ୍ଗିର, 4 ଜୁନ୍ (ହି.ସ.)ରାତ୍ରି ପେଟ୍ରୋଲିଂ ବେଳେ ଲାଠୋର୍ ରେଞ୍ଜ ବନ କର୍ମଚାରୀ ମାନେ ଗତ ୪ ତାରିଖ ରାତ୍ରି ପ୍ରାୟ ଦୁଇଟା ବେଳେ ସାହାଜ ପାଣି ଗ୍ରାମରୁ ଶାଗୁଆନ ଗଣ୍ଡି ଗୁଡ଼ିକ ଜନତ କରି ଛନ୍ତି। ଜବତ ଶାଗୁଆନ ଗଣ୍ଡି ଗୁଡ଼ିକୁ ରେଞ୍ଜ କାର୍ଯ୍ୟାଳୟ ପରିସର କୁ ନେଇ ତଦନ୍ତ ଜାରି ରଖିଛନ୍ତି।
-----
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ