ଦଳୀୟ ନିଷ୍ପତ୍ତି ଆଧାରରେ ଟିକେଟ ଦିଆଯାଇଛି- ଇରାଶିଷ ଆଚାର୍ଯ୍ୟ
ଭୁବନେଶ୍ୱର, 4 ଜୁନ୍ (ହି.ସ.)- ଜୟନାରାୟଣଙ୍କ ଅଭିଯୋଗର ଜବାବ ରଖିଲେ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ । ସେ କହିଛନ୍ତି ଯେ, ଦଳୀୟ ନିଷ୍ପତ୍ତି ଆଧାରରେ ଟିକେଟ ଦିଆଯାଇଛି । ଟିକେଟ ବଣ୍ଟନରେ କୌଣସି ତ୍ରୁଟି ହୋଇନି । ବହୁ ଆଗରୁ ପ୍ରଧାନମନ୍ତ୍ରୀ ଘୋଷଣା କରିସାରିଥିଲେ ଯେ ଆମେ ଜୁନ
ଦଳୀୟ ନିଷ୍ପତ୍ତି ଆଧାରରେ ଟିକେଟ ଦିଆଯାଇଛି- ଇରାଶିଷ ଆଚାର୍ଯ୍ୟ


ଭୁବନେଶ୍ୱର, 4 ଜୁନ୍ (ହି.ସ.)- ଜୟନାରାୟଣଙ୍କ ଅଭିଯୋଗର ଜବାବ ରଖିଲେ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ ।

ସେ କହିଛନ୍ତି ଯେ, ଦଳୀୟ ନିଷ୍ପତ୍ତି ଆଧାରରେ ଟିକେଟ ଦିଆଯାଇଛି । ଟିକେଟ ବଣ୍ଟନରେ କୌଣସି

ତ୍ରୁଟି ହୋଇନି । ବହୁ ଆଗରୁ ପ୍ରଧାନମନ୍ତ୍ରୀ ଘୋଷଣା କରିସାରିଥିଲେ ଯେ ଆମେ ଜୁନ 10 ରେ ଶପଥ ନେବୁ ବୋଲି । ଖାଲି 2 ଦିନ

ତାରିଖ ଘୁଞ୍ଚିଲା । ବିକାଶ ଧାରା କିପରି ଅଧିକ ତୀବ୍ର ହେବ ସେଥିପ୍ରତି ଆମ ସରକାର ଗୁରୁତ୍ଵ

ଦେଉଛନ୍ତି ବୋଲି ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande