ଭୁବନେଶ୍ୱର, 4 ଜୁନ୍ (ହି.ସ.)
- ବିଜେପି ଓଡ଼ିଶାରେ ଠିକ୍ ପ୍ରାର୍ଥୀ ଦେଲାନି । ନହେଲେ ଆମେ 100 ଉପରେ ସିଟ୍ ଜିତିଥାନ୍ତୁ ବୋଲି କହିଛନ୍ତି ବିଜେପି ବିଧାୟକ ଜୟ
ନାରାୟଣ ମିଶ୍ର । ଆମର ସ୍ଵାଧୀନ ବିଧାୟକ 3 ଜଣ । 2024 ନିର୍ବାଚନ ପୂର୍ବରୁ ଆକଳନ
କରିଥିଲି ଯେ ଆମେ ଏଥର ସରକାର କରିବୁ । କିନ୍ତୁ ଯୋଗ୍ୟ ପ୍ରାର୍ଥୀଙ୍କୁ ଅନେକ ସ୍ଥାନରେ ଟିକେଟ୍
ଦିଆଗଲା ନାହିଁ ବୋଲି କହିଛନ୍ତି ଜୟ ନାରାୟଣ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା