ଭୁବନେଶ୍ୱର, 4 ଜୁନ୍ (ହି.ସ.)- ଗୁପଚୁପରୁ ବ୍ୟାପିଥିଲା ଜଣ୍ଡିସ । ଖୋର୍ଦ୍ଧା ଟାଙ୍ଗୀର ଦୁଇଟି ଗାଁରେ ଜଣ୍ଡିସ
ବ୍ୟାପିଥିବା ନେଇ ଜନ ସ୍ୱାସ୍ଥ୍ୟ ବିଭାଗ ନିର୍ଦେଶକ ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି । ସ୍ଥିତି
ଏବେ ନିୟନ୍ତ୍ରଣାଧୀନ ଥିବା ସେ କହିଛନ୍ତି । ପାଣି ଅସୁବିଧା ଥିବାରୁ ସ୍ୱଚ୍ଛ ପାଣି ଦିଆଯିବା
ପାଇଁ ବ୍ୟବସ୍ଥା କରାଯାଇଛି । ବାହାର ଖାଦ୍ୟ ନ
ଦିଆଯିବା ପାଇଁ ମଧ୍ୟ କୁହାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା