କାଦୋପାଣିଠାରେ ନୂତନ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପର ଉଦଘାଟନ କଲେ କନକ ବର୍ଦ୍ଧନ ସିଂହଦେଓ
ଭୁବନେଶ୍ୱର, 4 ଜୁନ୍ (ହି.ସ.) - କାଦୋପାଣିଠାରେ ନୂତନ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପର ଉଦଘାଟନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଏହାଯୋଗୁ ଖପ୍ରାଖୋଲ ବ୍ଲକର ବିଭିନ୍ନ ଗ୍ରାମ ଗୁଡ଼ିକ ଉପକୃତ ହେବେ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେଭି ସିଂହଦେଓ କହିଛନ୍ତ
କାଦୋପାଣିଠାରେ ନୂତନ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପର ଉଦଘାଟନ କଲେ କନକ ବର୍ଦ୍ଧନ ସିଂହଦେଓ


ଭୁବନେଶ୍ୱର, 4 ଜୁନ୍ (ହି.ସ.)

- କାଦୋପାଣିଠାରେ ନୂତନ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପର ଉଦଘାଟନ କରିଛନ୍ତି

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଏହାଯୋଗୁ ଖପ୍ରାଖୋଲ ବ୍ଲକର ବିଭିନ୍ନ ଗ୍ରାମ

ଗୁଡ଼ିକ ଉପକୃତ ହେବେ ।

ଏନେଇ ସୋସିଆଲ ମିଡିଆ ଏକ୍ସରେ କେଭି ସିଂହଦେଓ କହିଛନ୍ତି ଯେ, ଆଜି ଖପ୍ରାଖୋଲ ବ୍ଲକର

କାଦୋପାଣି ଠାରେ ନୂତନ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଥିଲି। ଏହା ଦ୍ବାରା

ଖପ୍ରାଖୋଲ ବ୍ଲକର ବିଭିନ୍ନ ଗ୍ରାମ ଗୁଡ଼ିକ ଉପକୃତ ହେବେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande