ଭୂମିହିନଙ୍କୁ ଚିହ୍ନଟ କରିବେ ଅଙ୍ଗନୱାଡ଼ି କର୍ମୀ!
ଭୁବନେଶ୍ୱର, 4 ଜୁନ୍ (ହି.ସ.)- ଭୂମିହିନ କିଏ ନିଜ ଅଙ୍ଗୱାଡ଼ିକେନ୍ଦ୍ର ଅଧୀନରେ ଅଛନ୍ତି ତାହାକୁ ଚିହ୍ନଟ କରିବେ ଅଙ୍ଗୱାଡ଼ିକର୍ମୀ । ଏନେଇ ରାଜସ୍ୱ ମନ୍ତ୍ରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସେଥିପାଇଁ ସରକାର ପଦକ୍ଷେପ ନେବାକୁ ଯାଉଛନ୍ତି । ଯେମିତି ପାଞ୍ଚ ବର୍ଷ
ଭୂମିହିନଙ୍କୁ ଚିହ୍ନଟ କରିବେ ଅଙ୍ଗନୱାଡ଼ି କର୍ମୀ!


ଭୁବନେଶ୍ୱର, 4 ଜୁନ୍ (ହି.ସ.)- ଭୂମିହିନ କିଏ ନିଜ ଅଙ୍ଗୱାଡ଼ିକେନ୍ଦ୍ର ଅଧୀନରେ ଅଛନ୍ତି ତାହାକୁ ଚିହ୍ନଟ

କରିବେ ଅଙ୍ଗୱାଡ଼ିକର୍ମୀ । ଏନେଇ ରାଜସ୍ୱ

ମନ୍ତ୍ରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସେଥିପାଇଁ ସରକାର ପଦକ୍ଷେପ ନେବାକୁ ଯାଉଛନ୍ତି

। ଯେମିତି ପାଞ୍ଚ ବର୍ଷ ଭିତରେ ରାଜ୍ୟରେ କେହିବି ରହିବେ ନାହିଁ ଭୂମି ହିନ ସେଥିପାଇଁ ଆମ ସରକାର

ସଂକଳ୍ପ ବଦ୍ଧ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande