ଜୁନ 6ରେ ଜମ୍ମୁ କଶ୍ମୀର ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ, 4 ଜୁନ୍ (ହି.ସ.) -ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ୍ 6 ତାରିଖରେ ଜମ୍ମୁ-କାଶ୍ମୀର ଗସ୍ତ କରିବେ ଓ ୪୬,୦୦୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚର ଅନେକ ଗୁରୁତ୍ୱପୂର୍ଣ୍ଣ ବିକାଶ ପ୍ରକଳ୍ପର ଉଦ୍‌ଘାଟନ କରିବେ। ଏଥିରେ ଚିନାବ ପୋଲ ଓ ଅଞ୍ଜି ପୋଲର ଉଦ୍‌ଘାଟନ ମଧ୍ୟ ସାମିଲ
ଜୁନ 6ରେ ଜମ୍ମୁ କଶ୍ମୀର ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି


ନୂଆଦିଲ୍ଲୀ, 4 ଜୁନ୍ (ହି.ସ.)

-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ୍ 6 ତାରିଖରେ ଜମ୍ମୁ-କାଶ୍ମୀର ଗସ୍ତ

କରିବେ ଓ ୪୬,୦୦୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚର ଅନେକ ଗୁରୁତ୍ୱପୂର୍ଣ୍ଣ ବିକାଶ

ପ୍ରକଳ୍ପର ଉଦ୍‌ଘାଟନ କରିବେ। ଏଥିରେ ଚିନାବ ପୋଲ ଓ ଅଞ୍ଜି ପୋଲର ଉଦ୍‌ଘାଟନ ମଧ୍ୟ ସାମିଲ ରହିଛି,

ଯାହା

ବିଶ୍ୱର ସବୁଠାରୁ ଉଚ୍ଚ ରେଳ ଆର୍ଚ୍ଚ ବ୍ରିଜ ଓ ଭାରତର ପ୍ରଥମ କେବଲ-ସ୍ଟେଡ୍ ରେଳ ବ୍ରିଜ ଅଟେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande