ଆରସା ଆତଙ୍କବାଦୀ ନେଟୱାର୍କର ପର୍ଦ୍ଦାଫାଶ,ଦିଲ୍ଲୀ ଏବଂ ରାଜସ୍ଥାନର ରୋହିଙ୍ଗ୍ୟାମାନଙ୍କୁ ସାମିଲ କରିବାକୁ ପ୍ରୟାସ କରାଯାଇଥିଲା
କୋଲକାତା 4 ଜୁନ (ହି.ସ)-ପାକିସ୍ଥାନୀ ଗୁପ୍ତଚର ଏଜେନ୍ସୀ ଆଇଏସଆଇର ନିର୍ଦ୍ଦେଶରେ ବଙ୍ଗଳା ସମେତପୁର୍ବୋତ୍ତର ଭାରତରେଆତଙ୍କବାଦୀ ଷଡଯନ୍ତ୍ର ରଚନା କରିଥିବା ଅରାକାନ ରୋହିଙ୍ଗ୍ୟା ସାଲ୍ୱେଶନ ଆର୍ମିଅର୍ଥାତ ଆରସାର ନେଟୱାର୍କର କୋଲକାତା ପୋଲିସ ମୁଖ୍ୟାଳୟ
ଆରସା ଆତଙ୍କବାଦୀ ନେଟୱାର୍କର ପର୍ଦ୍ଦାଫାଶ,ଦିଲ୍ଲୀ ଏବଂ ରାଜସ୍ଥାନର ରୋହିଙ୍ଗ୍ୟାମାନଙ୍କୁ ସାମିଲ କରିବାକୁ ପ୍ରୟାସ କରାଯାଇଥିଲା


କୋଲକାତା 4 ଜୁନ (ହି.ସ)-ପାକିସ୍ଥାନୀ ଗୁପ୍ତଚର ଏଜେନ୍ସୀ ଆଇଏସଆଇର

ନିର୍ଦ୍ଦେଶରେ ବଙ୍ଗଳା ସମେତପୁର୍ବୋତ୍ତର

ଭାରତରେଆତଙ୍କବାଦୀ ଷଡଯନ୍ତ୍ର ରଚନା କରିଥିବା

ଅରାକାନ ରୋହିଙ୍ଗ୍ୟା ସାଲ୍ୱେଶନ ଆର୍ମିଅର୍ଥାତ

ଆରସାର ନେଟୱାର୍କର କୋଲକାତା ପୋଲିସ ମୁଖ୍ୟାଳୟ

ଲାଲବାଜାରର ସ୍ୱତନ୍ତ୍ର ତଦନ୍ତ ଟିମ ସମୟ ପୁର୍ବରୁ ପର୍ଦ୍ଦାଫାଶ କରିଛି।ଦିଲ୍ଲୀ ,ରାଜସ୍ଥାନ ଏବଂ

ଜାମ୍ମୁର ରୋହିଙ୍ଗ୍ୟାମାନଙ୍କୁ ସାମିଲ କରିବାକୁ ଚେଷ୍ଟା କରାଯାଉଥିଲା।ଏପର୍ଯ୍ୟନ୍ତ ଉତ୍ତର

ଭାରତରେ ଅତିକମରେ 20ଜଣ ରୋହିଙ୍ଗ୍ୟାଙ୍କୁ ଚିହ୍ନଟ କରାଯାଇଛି,ଯେଉଁମାନଙ୍କ ବ୍ରେନ ୱାଶ କରି

ତାଙ୍କୁ ଆକ୍ରମଣ ପାଇଁ ପ୍ରସ୍ତୁତ କରାଯାଇଥିଲା।କୋଲକାତା ପୋଲିସ ମୁଖ୍ୟାଳୟ ଲାଲବାଜାର ଜଣେ ବରିଷ୍ଠ

ଅଧିକାରୀଙ୍କ ଅନୁସାରେ ଏହି ସନ୍ଦିଗ୍ଧ ଲୋକଙ୍କୁ ପଚରାଉଚରା କରିବା ପରେ ଉତ୍ତର ବଙ୍ଗଳାର ବାଂଲାଦେଶ

ସୀମାରୁ ସଟେ ଅଞ୍ଚଳରେ ଲୁଚି ରହିଥିବା ଦୁଇରୋହିଙ୍ଗ୍ୟାଙ୍କ

ସୁଚନା ମିଳିଥିଲା।ତଦନ୍ତକାରୀ ସଂସ୍ଥାଗୁଡିକଜାଣିବାକୁ

ଚେଷ୍ଟା କରୁଛନ୍ତି ଯେ ସେମାନଙ୍କ ସହାୟତାରେ ବଙ୍ଗଳାରେ କୌଣସି ବଡ ଆକ୍ରମଣର ଯୋଜନା କରାଯାଇଥିଲା

କି ନାହିଁ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande