ପ୍ରତି ପଞ୍ଚାୟତରେ ଏଥର ହେବ ବିଶ୍ୱ ଯୋଗ ଦିବସ ପାଳନ
ସୁବର୍ଣ୍ଣପୁର , 5 ଜୁନ୍ (ହି.ସ.) ସୁବର୍ଣ୍ଣପୁର ଜିଲ୍ଲାର ଯୋଗ ମୋହାସବ ସମିତି ପକ୍ଷରୁ ଏକ ପ୍ରତିନିଧି ଦଳ ଗତକାଲି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ଭେଟି ଆଗାମୀ ବିଶ୍ୱ ଯୋଗ ଦିବସକୁ ଭବ୍ୟ ପାଳନ ସକାଶେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ର ସହାୟତା ପାଈଁ ନିବେଦନ କରିଚନ୍ତି l ଗତକାଲି ସକାଳ ୮ ଘଂଟା ରୁ
ପ୍ରତି ପଞ୍ଚାୟତ ରେ ଏଥର ହେବ ବିଶ୍ୱ ଯୋଗ ଦିବସ ପାଳନ


ସୁବର୍ଣ୍ଣପୁର , 5 ଜୁନ୍ (ହି.ସ.)

ସୁବର୍ଣ୍ଣପୁର ଜିଲ୍ଲାର ଯୋଗ ମୋହାସବ ସମିତି ପକ୍ଷରୁ ଏକ ପ୍ରତିନିଧି ଦଳ ଗତକାଲି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ଭେଟି ଆଗାମୀ ବିଶ୍ୱ ଯୋଗ ଦିବସକୁ ଭବ୍ୟ ପାଳନ ସକାଶେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ର ସହାୟତା ପାଈଁ ନିବେଦନ କରିଚନ୍ତି l ଗତକାଲି ସକାଳ ୮ ଘଂଟା ରୁ ସଂଧ୍ୟା ୫ ଘଂଟା ପର୍ଯନ୍ତ୍ ଏକ ପ୍ରଶିକ୍ଷଣ ଶିବିର ଆୟୋଜନ ସ୍ଥାନୀୟ ଶିଶୁ ମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଟିତ ହୋଇଥିଲା l ଜିଲ୍ଲାର ସମସ୍ତ ଯୋଗ ଶିକ୍ଷକ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଈ ପ୍ରଶିକ୍ଷଣ ଶିବିର କୁ ସଫଳ କରିଥିଲେ l ପ୍ରତି ଗାଁ ରେ ଯୋଗ ର ପ୍ରଚାର ପ୍ରସାର କରିବାକୁ ଆଜି ଏହି ଶିବିର ରେ ପ୍ରସ୍ତୁତି ଓ ସବିଶେଷ ଆଲୋଚନା କରା ଯାଇଛି l ସମୁଦାୟ ୮୦ ଜଣ ପ୍ରଶିକ୍ଷକ ଏହି ଶିବିର ରେ ଯୋଗ ଦେଇ ଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande