ଦେଶରେ କୋରୋନାର ସକ୍ରିୟ ମାମଲା ବୃଦ୍ଧିପାଇ 4866, ଗତ 24 ଘଂଟାରେ 7ଜଣ ଲୋକଙ୍କ ମୃତ୍ୟୁ
ନୂଆଦିଲ୍ଲୀ, 5 ଜୁନ୍ (ହି.ସ.) -କରୋନା ରୋଗୀଙ୍କ ସଂଖ୍ୟା ଲଗାତାର ବୃଦ୍ଧି ପାଉଛି। ଗତ 24 ଘଣ୍ଟା ମଧ୍ୟରେ କରୋନାର 500 ରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି । 7ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ସବୁଠାରୁ
ଦେଶରେ କୋରୋନାର ସକ୍ରିୟ     ମାମଲା ବୃଦ୍ଧିପାଇ 4866, ଗତ 24 ଘଂଟାରେ 7ଜଣ ଲୋକଙ୍କ ମୃତ୍ୟୁ


ନୂଆଦିଲ୍ଲୀ, 5 ଜୁନ୍ (ହି.ସ.)

-କରୋନା ରୋଗୀଙ୍କ

ସଂଖ୍ୟା ଲଗାତାର ବୃଦ୍ଧି ପାଉଛି। ଗତ 24 ଘଣ୍ଟା ମଧ୍ୟରେ କରୋନାର 500 ରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି । 7ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ସବୁଠାରୁ ନୂତନ ତଥ୍ୟ ଅନୁସାରେ, ଗତ 24 ଘଣ୍ଟା ମଧ୍ୟରେ 564 ଟି ନୂତନ କରୋନା ମାମଲା ଚିହ୍ନଟ ହୋଇଛି,

ଯାହା ସହିତ ସାରା ଦେଶରେ କରୋନା ସକ୍ରିୟ ମାମଲାର

ସଂଖ୍ୟା ବୃଦ୍ଧି ପାଇ 4,866ରେ ପହଞ୍ଚିଛି। ଏହି ସମୟ ଅବଧିରେ କରୋନା ସଂକ୍ରମଣ ଯୋଗୁ ମୋଟ ସାତଜଣ

ମୃତ୍ୟୁବରଣ କରିଛନ୍ତି।

ମୃତ୍ୟୁବରଣ କରିଥିବା ସାତଜଣଙ୍କ

ମଧ୍ୟରୁ ତିନିଜଣ ମହାରାଷ୍ଟ୍ରରୁ ଥିଲେ, ଦିଲ୍ଲୀ ଓ କର୍ଣ୍ଣାଟକରୁ ଦୁଇଜଣଙ୍କର

ମୃତ୍ୟୁ ହୋଇଛି । ଏହି ସାତଜଣ ମୃତକଙ୍କ ମଧ୍ୟରୁ ଛଅଜଣ ବୃଦ୍ଧ ଥିଲେ ଏବଂ ସେମାନେ ମଧୁମେହ,

ଉଚ୍ଚ ରକ୍ତଚାପ ଓ ନିମୋନିଆ ପରି ଅନ୍ୟାନ୍ୟ ରୋଗରେ ପୀଡିତ

ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande