ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ
ଭୁବନେଶ୍ୱର, ୦୫ ଜୁନ (ହି.ସ.)- ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବିଜେପି ସରକାରର ବର୍ଷ ପୂର୍ତି କାର୍ଯ୍ୟକ୍ରମରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବେ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ସେ ଆହୁରି କହିଛନ୍ତି ଯେ ଯେଉଁ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ
ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ


ଭୁବନେଶ୍ୱର, ୦୫ ଜୁନ (ହି.ସ.)- ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବିଜେପି ସରକାରର ବର୍ଷ ପୂର୍ତି କାର୍ଯ୍ୟକ୍ରମରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବେ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ସେ ଆହୁରି କହିଛନ୍ତି ଯେ ଯେଉଁ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବେ ସେହି ଜିଲ୍ଲାକୁ ମନ୍ତ୍ରୀ ଗସ୍ତ କରିବେ। କେଉଁ ଜିଲ୍ଲାକୁ କେଉଁ ମନ୍ତ୍ରୀ ଯିବେ ପ୍ରସ୍ତୁତି ଚାଲିଛି। ସବୁ ଜିଲ୍ଲା ସବୁ ପଂଚାୟତରେ କାର୍ଯ୍ୟକ୍ରମ ହେବ। ପ୍ରତି ଘରକୁ ଯିବୁ । ଆମେ କଣ କହିଥିଲୁ କଣ କରିଛୁ ବର୍ଷକର ହିସାବ ଲୋକଙ୍କୁ ଦେବୁ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande