ଭୁବନେଶ୍ୱର, 01 ଜୁଲାଇ (ହି.ସ) କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 'ପଲ୍ଲୀକବି' ନନ୍ଦକିଶୋର ବଳଙ୍କ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ସୋସିଆଲ ମିଡିଆରେ ଶ୍ରୀ ପ୍ରଧାନ ଲେଖିଛନ୍ତି, ଓଡ଼ିଶାର ବିଶିଷ୍ଟ କବି ତଥା ସାହିତ୍ୟିକ 'ପଲ୍ଲୀକବି' ନନ୍ଦକିଶୋର ବଳଙ୍କ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ।
---------------
ହିନ୍ଦୁସ୍ଥାନ ସମାଚାର / ଅନିଲ