ଆଜି ସପତ୍ନୀକ ରାଜସ୍ଥାନ କୋଟା ଯିବେ ଉପରାଷ୍ଟ୍ରପତି
ନୂଆଦିଲ୍ଲୀ, 12 ଜୁଲାଇ (ହି.ସ.) - ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଆଜି ତାଙ୍କ ସପତ୍ନୀକ ରାଜସ୍ଥାନର କୋଟା ଗସ୍ତ କରିବେ । ସେ ଭାରତୀୟ ସୂଚନା ପ୍ରଯୁକ୍ତି ବିଦ୍ୟାଳୟ କୋଟାର ଦ୍ୱିତୀୟ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଭାବେ ଯୋଗଦେବେ ।ଏହି ସୂଚନା ଭାରତ ସରକାରର
ଆଜି ସପତ୍ନୀକ ରାଜସ୍ଥାନ କୋଟା ଯିବେ ଉପରାଷ୍ଟ୍ରପତି


ନୂଆଦିଲ୍ଲୀ, 12 ଜୁଲାଇ (ହି.ସ.)

- ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଆଜି ତାଙ୍କ ସପତ୍ନୀକ ରାଜସ୍ଥାନର କୋଟା ଗସ୍ତ

କରିବେ । ସେ ଭାରତୀୟ ସୂଚନା ପ୍ରଯୁକ୍ତି ବିଦ୍ୟାଳୟ କୋଟାର ଦ୍ୱିତୀୟ ଦୀକ୍ଷାନ୍ତ ସମାରୋହରେ

ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଭାବେ ଯୋଗଦେବେ ।ଏହି ସୂଚନା ଭାରତ ସରକାରର ପତ୍ର ଓ ସୂଚନା

କାର୍ଯ୍ୟାଳୟ ଦ୍ୱାରା ୧୧ ଜୁଲାଇରେ ଜାରି କରାଯାଇଥିବା ଏକ ପ୍ରେସ୍ ନୋଟ୍ ମାଧ୍ୟମରେ ଦିଆଯାଇଛି। ପିଆଇବିର

ପ୍ରକାଶନ ଅନୁଯାୟୀ, ଜଗଦୀପ ଧନଖଡ଼ ଓ ଡ଼ା. ସୁଦେଶ ଧନଖଡ଼ ଆଜି କୋଟା ଗସ୍ତ କରିବେ। ଏହି

ଅବସରରେ ଉପରାଷ୍ଟ୍ରପତି ଆଇଆଇଆଇଟିକୋଟାର ଚତୁର୍ଥ ଦୀକ୍ଷାନ୍ତ

ସମାରୋହରେ ଅଂଶଗ୍ରହଣ କରିବେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande