କେରଳରେ ଆଜି ବିଜେପି ରାଜ୍ୟ ମୁଖାଳୟ ଉଦଘାଟନ କରିବେ ଅମିତ ଶାହ
ନୂଆଦିଲ୍ଲୀ, 12 ଜୁଲାଇ (ହି.ସ.)- ଦେଶର ଦକ୍ଷିଣର ସୁନ୍ଦର ରାଜ୍ୟ କେରଳରେ ଆଜି ଭାରତୀୟ ଜନତା ପାର୍ଟି (ଭାଜପା) କୁ ତାର ନୂତନ ରାଜ୍ୟ ମୁଖ୍ୟାଳୟ ମିଳିବ। ମୁଖ୍ୟାଳୟର ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇସାରିଛି ଓ ଏହା ସଜେଇ ହୋଇ ସଂପୂର୍ଣ୍ଣ ପ୍ରସ୍ତୁତ ଅଛି । ବିଜେପିର ବରିଷ୍ଠ ନେତା ଓ
କେରଳରେ ଆଜି ବିଜେପି ରାଜ୍ୟ ମୁଖାଳୟ ଉଦଘାଟନ କରିବେ ଅମିତ ଶାହ


ନୂଆଦିଲ୍ଲୀ, 12 ଜୁଲାଇ (ହି.ସ.)- ଦେଶର ଦକ୍ଷିଣର ସୁନ୍ଦର ରାଜ୍ୟ କେରଳରେ ଆଜି ଭାରତୀୟ ଜନତା ପାର୍ଟି (ଭାଜପା)

କୁ ତାର ନୂତନ ରାଜ୍ୟ ମୁଖ୍ୟାଳୟ ମିଳିବ। ମୁଖ୍ୟାଳୟର ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇସାରିଛି ଓ

ଏହା ସଜେଇ ହୋଇ ସଂପୂର୍ଣ୍ଣ ପ୍ରସ୍ତୁତ ଅଛି । ବିଜେପିର ବରିଷ୍ଠ ନେତା ଓ କେନ୍ଦ୍ରୀୟ ଗୃହ ଓ

ସହକାରିତା ମନ୍ତ୍ରୀ ଅମିତ ଶାହ ଆଜି ଏହି ନବନିର୍ମିତ ରାଜ୍ୟ ମୁଖ୍ୟାଳୟର ଉଦ୍‌ଘାଟନ କରିବେ।

ରାଜଧାନୀ ତିରୁବନନ୍ତପୁରମର କେଜି ମରାର ରୋଡରେ ଏହି ମୁଖ୍ୟାଳୟ ନିର୍ମାଣ କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande