ଜଳଗାଓଁ, ୧୮ ଜୁଲାଇ (ହି.ସ.) ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ର କେନ୍ଦ୍ରୀୟ ପ୍ରବନ୍ଧ ସମିତିର ଦୁଇଦିନିଆ ବୈଠକ ୧୯ ଓ ୨୦ ଜୁଲାଇ ୨୦୨୫ ରେ ମହାରାଷ୍ଟ୍ରର ଜଳଗାଓଁରେ ଅନୁଷ୍ଠିତ ହେବ।ଏହି ବୈଠକରେ ଭିଏଚପିର କେନ୍ଦ୍ରୀୟ ପଦାଧିକାରୀ, ବିଭିନ୍ନ ଅଞ୍ଚଳ ଓ ଦେଶବ୍ୟାପୀ ସଭ୍ୟମାନେ ଅଂଶ ନେବେ। ବିଶ୍ୱ ହିନ୍ଦୁ ପରିଷଦର କେନ୍ଦ୍ରୀୟ ମହାମନ୍ତ୍ରୀ ବଜରଙ୍ଗ ବାଗଡ଼ା କହିଛନ୍ତି ଯେ, ବୈଠକରେ ହିନ୍ଦୁ ସମାଜ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ଓ ଚୁନାଉତିଗୁଡ଼ିକୁ ନେଇ ଗଭୀର ଆଲୋଚନା ହେବ ଏବଂ ଆଗାମୀ କାର୍ଯ୍ୟସୂଚୀ ଓ ଅଭିଯାନଗୁଡ଼ିକର ରୂପରେଖା ତିଆରି କରାଯିବ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ