ଗଞାମ, ୨୧ ଜୁଲାଇ (ହି.ସ.) - ଗଂଜାମ ଜିଲ୍ଲା ରେ ଖରିଫ ଧାନକିଣାପାଇଁ ପ୍ରକ୍ରିୟା ୧୯ତାରିଖରରୁ ଆରମ୍ଭ ହୋଇଛି ବୋଲି କୃଷି ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଆଜିସୁଦ୍ଧା ଶେରଗଡ ବ୍ଲକର ସେବା ସମବାୟ ସମିତି ଗୁଡିକରେ ଆବଶ୍ୟକୀୟ ଫର୍ମ ପହଂଚି ପାରିଲିନାହିଁ। ଚାଷୀ ମାନେ ଫର୍ମ ଆଣିବାକୁ ସମିତିକୁ ଯାଇ ନିରାଶରେ ଫେରୁଛନ୍ତି । ଗଂଜାମ ଜିଲା କୃଷି ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।
ହିନ୍ଦୁସ୍ଥାନସମାଚାର/ହୃଷିକେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ