କେନ୍ଦୁଝର, 21 ଜୁଲାଇ (ହି.ସ.)
ଆଜି ରାଷ୍ଟ୍ରିୟ ବୌଦ୍ଧ ମହାସଭା,କେନ୍ଦୁଝର ଶାଖା ତରଫରୁ ଏକ ସ୍ମାରକପତ୍ର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଛି। ଏଥିରେ B.T.M.C.ଆକ୍ଟ 1949କୁ ପ୍ରତ୍ଯାହାର କରି,ବୋଧଗୟା ଠାରେ ଥିବା ମହାବୋଧି ମହାବିହାରର ପ୍ରବନ୍ଧନ ବୌଦ୍ଧଧର୍ମର ସଭ୍ଯଙ୍କୁ ସମର୍ପଣ କରାଯିବାପାଇଁ ଦାବି କରାଯାଇଛି। ଏଥିରେ ଜିଲ୍ଲାର ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA