ନୀଳାଂଚଳ ନଗରରେ ମହିଳା ଜୀବନ୍ତ ଦଗ୍ଧ
ଗଞାମ, ୨୧ ଜୁଲାଇ (ହି.ସ.) - ବୈଦ୍ୟନାଥପୁର ଥାନା ବ୍ରହ୍ମପୁର ନୀଳାଂଚଳ ନଗରରେ ସନ୍ଧ୍ୟାରେ ରୋଷେଇ କରୁଥିବାବେଳେ ରନ୍ଧନ ଗ୍ୟାସ୍ ଲିକ ହୋଇ ରୋଷେଇ କରୁଥିବା ମହିଳା ଜଣକ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଘରଟି ସଂପୂର୍ଣ୍ଣ ପୋଡିଯାଇଛି । ପୁଲିସ ଘଟଣାର ତଦନ୍ତ କରୁଛି । ହିନ୍ଦୁ ସ୍ଥାନ ସମାଚାର/ହୃଷୀକେଶ/ଭାନୁ
ନୀଳାଂଚଳ ନଗରରେ ମହିଳା ଜୀବନ୍ତ ଦଗ୍ଧ


ଗଞାମ, ୨୧ ଜୁଲାଇ (ହି.ସ.) - ବୈଦ୍ୟନାଥପୁର ଥାନା ବ୍ରହ୍ମପୁର ନୀଳାଂଚଳ ନଗରରେ ସନ୍ଧ୍ୟାରେ ରୋଷେଇ କରୁଥିବାବେଳେ ରନ୍ଧନ ଗ୍ୟାସ୍ ଲିକ ହୋଇ ରୋଷେଇ କରୁଥିବା ମହିଳା ଜଣକ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଘରଟି ସଂପୂର୍ଣ୍ଣ ପୋଡିଯାଇଛି । ପୁଲିସ ଘଟଣାର ତଦନ୍ତ କରୁଛି ।

ହିନ୍ଦୁ ସ୍ଥାନ ସମାଚାର/ହୃଷୀକେଶ/ଭାନୁ

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande