ଗଞାମ, ୨୧ ଜୁଲାଇ (ହି.ସ.) - ଗଂଜାମଜିଲା ରେ ଖରିଫ ଧାନ କିଣା ପକ୍ରିଆଗତ ୧୯ତାରିଖରୁ ଆରମ୍ଭ ହୋଇଛି । ତେବେ ଶେରଗଡ ବ୍ଲକର ସେବାସମବାୟ ସମିତିଗୁଡିକ ନିୟମିତ ନିର୍ଦ୍ଧିଷ୍ଟ ସମୟରେ ଖୋଲାଯାଉନି କିମ୍ବା ସମିତିରେ ସଂପାଦକ, ସହକାରୀମାନେ ରହୁ ନାହାନ୍ତି। ଫର୍ମ ଆଣିବାକୁକିମ୍ବା ରେଜିଷ୍ଟ୍ରେସନ ପାଇଁ ସମିତିକୁ ଚାଷୀ ଯାଇ ନିରାଶରେ ଫେରୁଛନ୍ତି। ଏଥପ୍ରତି ବିଭାଗୀୟ କର୍ତୃପକ୍ଷ ଦୃଷ୍ଟି ଦେବା କୁ ଅନୁରୋଧ।
ହିନ୍ଦୁସ୍ଥାନସମାଚାର/ହୃଷିକେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ