କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କୁ ଯୌନ ଉତ୍ପୀଡନ ନେଇ କର୍ମଶାଳା
କେନ୍ଦୁଝର, ୨୧ ଜୁଲାଇ (ହି.ସ.)- ଆଜି ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟ ପରିସରରେ ମହିଳାଙ୍କୁ ଯୌନ ଉତ୍ପୀଡନ ନିରୋଧ ନେଇ ଏକ କାର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଆନ୍ତରିଣ ଅଭିଯୋଗ କମିଟିର ତତ୍ତ୍ୱାବଧାନରେ ହୋଇଥିବା କର୍ମଶାଳାରେ ମହାବିଦ୍ୟାଳୟରେ ହେଉଥିବା ଯୌନ ଉତ୍ପୀଡନ ନେଇ ଆଲୋଚନା
କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କୁ ଯୌନ ଉତ୍ପୀଡନ ନେଇ କର୍ମଶାଳା


କେନ୍ଦୁଝର, ୨୧ ଜୁଲାଇ (ହି.ସ.)- ଆଜି ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟ ପରିସରରେ ମହିଳାଙ୍କୁ ଯୌନ ଉତ୍ପୀଡନ ନିରୋଧ ନେଇ ଏକ କାର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଆନ୍ତରିଣ ଅଭିଯୋଗ କମିଟିର ତତ୍ତ୍ୱାବଧାନରେ ହୋଇଥିବା କର୍ମଶାଳାରେ ମହାବିଦ୍ୟାଳୟରେ ହେଉଥିବା ଯୌନ ଉତ୍ପୀଡନ ନେଇ ଆଲୋଚନା ହେଇଥିଲା। ଏଥିରେ ମହିଳା ମହାବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ ଶତାଧିକ ଛାତ୍ରୀ ଯୋଗ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande