ଏବିଭିପି ପକ୍ଷରୁ ସୌମ୍ୟାଶ୍ରୀ ବିଶିଙ୍କ ସ୍ମୃତିରେ ଶ୍ରଦ୍ଧାଂଜଳି ସଭା
ଭୁବନେଶ୍ୱର, 21 ଜୁଲାଇ (ହି.ସ.)- ସୌମ୍ୟାଶ୍ରୀ ବିଶିଙ୍କ ସ୍ମୃତିରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଲୋୟର ପିଏମଜିରେ ଶ୍ରଦ୍ଧାଞ୍ଜଳି ସଭା। ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗ ଦେଇଛନ୍ତି ଶହ ଶହ ବିଦ୍ୟାର୍ଥୀ। ଏକାଠି ହୋଇ ବାଲେଶ୍ଵର ଏଫଏମ କଲେଜର ପୀଡିତାଙ୍କ ପାଇଁ ନୀରବ ପ୍ରାର୍ଥନା କ
ଏବିଭିପି ପକ୍ଷରୁ ସୌମ୍ୟାଶ୍ରୀ     ବିଶିଙ୍କ ସ୍ମୃତିରେ ଶ୍ରଦ୍ଧାଂଜଳି ସଭା


ଭୁବନେଶ୍ୱର, 21 ଜୁଲାଇ (ହି.ସ.)- ସୌମ୍ୟାଶ୍ରୀ ବିଶିଙ୍କ ସ୍ମୃତିରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଲୋୟର

ପିଏମଜିରେ ଶ୍ରଦ୍ଧାଞ୍ଜଳି ସଭା। ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗ ଦେଇଛନ୍ତି ଶହ ଶହ

ବିଦ୍ୟାର୍ଥୀ। ଏକାଠି ହୋଇ ବାଲେଶ୍ଵର ଏଫଏମ କଲେଜର ପୀଡିତାଙ୍କ ପାଇଁ ନୀରବ ପ୍ରାର୍ଥନା କରିଛନ୍ତି

ଶହ ଶହ ବିଦ୍ୟାର୍ଥୀ ପରିଷଦର ସଦସ୍ୟ। ପୀଡ଼ିତାଙ୍କ ଆତ୍ମାର ସଦଗତି ପାଇଁ ସମସ୍ତେ ପ୍ରାର୍ଥନା

କରିବା ସହ ସମସ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛି ଏବିଭିପି। ଜର ପୀଡିତାଙ୍କ ପାଇଁ ନୀରବ ପ୍ରାର୍ଥନା କରିଛନ୍ତି

ଶହ ଶହ ବିଦ୍ୟାର୍ଥୀ ପରିଷଦର ସଦସ୍ୟ। ପୀଡ଼ିତାଙ୍କ ଆତ୍ମାର ସଦଗତି ପାଇଁ ସମସ୍ତେ ପ୍ରାର୍ଥନା

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande