ଭୁବନେଶ୍ୱର, 21 ଜୁଲାଇ (ହି.ସ.)- ଯୁକ୍ତ ଦୁଇ
ଦ୍ୱିତୀୟ ପର୍ଯ୍ୟାୟ ଆଡ଼ମିଶନରେ ମୋଟ ୫୨ ହଜାର ୯୫୫ ଛାତ୍ର ଛାତ୍ରୀ ସିଲେକ୍ସନ ହୋଇଛନ୍ତି।
ସ୍ଲାଇଡ଼ ଅପ ପାଇଁ ୨୮ ହଜାର ୩୧୩ ଛାତ୍ର ଛାତ୍ରୀ ନିବେଦନ କରିଛନ୍ତି। କଳାରେ ମୋଟ ୩୮,୧୬୫, ବାଣିଜ୍ୟରେ ୨୪୦୩, ବିଜ୍ଞାନରେ ୧୧, ୮୭୭ , ଏବଂ ଧନ୍ଦାମୂଳକରେ
୩୩୯ ଜଣଙ୍କ ଲିଷ୍ଟ ରହିଛି। ଯେଉଁଥିରେ ପୁଅଙ୍କ ସଂଖ୍ୟା ମୋଟ ୨୬ ହଜାର ୯୨ ରହିଥିବା ବେଳେ
ଝିଅଙ୍କ ସଂଖ୍ୟା ୨୬, ୮୬୧ ଅଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା