ଭୁବନେଶ୍ୱର, 21 ଜୁଲାଇ (ହି.ସ.)
- ଛାତ୍ରୀଙ୍କୁ
ଦୁଷ୍କର୍ମ କରି ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ ଘଟଣା । କ୍ୟାପିଟାଲ ହସ୍ପିଟାଲରେ
ପୀଡିତାଙ୍କର ଡାକ୍ତରୀ ମାଇନା କରିଛି ମଞ୍ଚେଶ୍ୱର ଥାନା ପୋଲିସ ।
ସୂଚନାଯୋଗ୍ୟ,
ଥଣ୍ଡା ପାନୀୟରେ ନିଶା ଦେଇ ଜଣେ ଯୁବତୀଙ୍କୁ ଦୁଷ୍କର୍ମ
କରିଥିବା ଅଭିଯୋଗରେ ମଞ୍ଚେଶ୍ବର ଥାନା ପୁଲିସ ରବିବାର ରାତିରେ ଛାତ୍ର କଂଗ୍ରେସ ସଭାପତି ଉଦିତ
ପ୍ରଧାନଙ୍କୁ ଗିରଫ କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା