ନୂଆଦିଲ୍ଲୀ,
24 ଜୁଲାଇ (ହି.ସ.) କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ
ଆଜି ନୂଆଦିଲ୍ଲୀରେରାଷ୍ଟ୍ରୀୟସହକାରିତାନୀତି-2025 ଘୋଷଣାକରିବେ।କାର୍ଯ୍ୟକ୍ରମଅଟଲଅକ୍ଷୟଉର୍ଜାଭବନରେଆୟୋଜିତହେବ।ଏହିନୀତିଟିଗୋଟିଏପ୍ରମୁଖସଂସ୍କାର ହେବ ଯାହାଦ୍ୱାରା2025 ରୁ2047 ପର୍ଯ୍ୟନ୍ତଆଗାମୀଦୁଇଦଶକଧରିଭାରତରସହକାରିତାଆନ୍ଦୋଳନକୁଦିଗ୍ଦର୍ଶନମିଳିବ ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ