ସମ୍ବଲପୁର ଷ୍ଟେସନରେ ବ୍ୟାପକ ଉନ୍ନୟନ କାର୍ଯ୍ୟ ଯୋଗୁଁ ବହୁ ଟ୍ରେନ୍ ବାତିଲ, ଗନ୍ତବ୍ୟ ସ୍ଥଳ ପୂର୍ବରୁ ବାତିଲ ଏବଂ ମାର୍ଗ ପରିବର୍ତ୍ତନ
ସମ୍ବଲପୁର, ୨୭ ଜୁଲାଇ (ହି.ସ.) ସମ୍ବଲପୁର ଷ୍ଟେସନରେ ପ୍ରମୁଖ ଉନ୍ନତିକରଣ କାର୍ଯ୍ୟ ଚାଲିଛି। ଏହି ସମ୍ପର୍କରେ ବିଭିନ୍ନ ନିରାପତ୍ତI ସମ୍ବନ୍ଧୀୟ ଭିତ୍ତିଭୂମି କାର୍ଯ୍ୟ ଏବଂ ଯାତ୍ରୀ ସୁବିଧା କାର୍ଯ୍ୟ ମଧ୍ୟ ଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ନିମ୍ନଲିଖିତ ଭାବରେ କିଛି ଟ୍ରେନ୍ ଗୁଡିକୁ ବାତିଲ, ଗନ
ସମ୍ବଲପୁର ଷ୍ଟେସନରେ ବ୍ୟାପକ ଉନ୍ନୟନ କାର୍ଯ୍ୟ ଯୋଗୁଁ ବହୁ ଟ୍ରେନ୍ ବାତିଲ, ଗନ୍ତବ୍ୟ ସ୍ଥଳ ପୂର୍ବରୁ ବାତିଲ ଏବଂ ମାର୍ଗ ପରିବର୍ତ୍ତନ


ସମ୍ବଲପୁର, ୨୭ ଜୁଲାଇ (ହି.ସ.)

ସମ୍ବଲପୁର ଷ୍ଟେସନରେ ପ୍ରମୁଖ ଉନ୍ନତିକରଣ କାର୍ଯ୍ୟ ଚାଲିଛି। ଏହି ସମ୍ପର୍କରେ ବିଭିନ୍ନ ନିରାପତ୍ତI ସମ୍ବନ୍ଧୀୟ ଭିତ୍ତିଭୂମି କାର୍ଯ୍ୟ ଏବଂ ଯାତ୍ରୀ ସୁବିଧା କାର୍ଯ୍ୟ ମଧ୍ୟ ଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ନିମ୍ନଲିଖିତ ଭାବରେ କିଛି ଟ୍ରେନ୍ ଗୁଡିକୁ ବାତିଲ, ଗନ୍ତବ୍ୟ ସ୍ଥଳ ପୂର୍ବରୁ ବାତିଲ ଏବଂ ମାର୍ଗ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି । ବାତିଲ ହୋଇଥିବା ଟ୍ରେନ୍ ମଧ୍ୟରେ ୧- ଟ୍ରେନ ନମ୍ବର ୬୮୨୧୩ ଟିଟଲାଗଡ଼-ବିଳାସପୁର ପାସେଞ୍ଜର ୦୭.୦୮.୨୦୨୫ ରୁ ୧୫.୦୮.୨୦୨୫ ପର୍ଯ୍ୟନ୍ତ ବାତିଲ ରହିବ। ୨- ଟ୍ରେନ ନମ୍ବର ୬୮୨୧୪ ବିଳାସପୁର-ଟିଟଲାଗଡ଼ ପାସେଞ୍ଜର ୦୬.୦୮.୨୦୨୫ ରୁ ୧୪.୦୮.୨୦୨୫ ପର୍ଯ୍ୟନ୍ତ ବାତିଲ ରହିବ। ୩- ଟ୍ରେନ ନମ୍ବର ୬୮୨୧୭ ଟିଟଲାଗଡ଼-ରାୟପୁର ପାସେଞ୍ଜର ୦୬.୦୮.୨୦୨୫ ରୁ ୧୪.୦୮.୨୦୨୫ ପର୍ଯ୍ୟନ୍ତ ବାତିଲ ରହିବ। ୪- ଟ୍ରେନ ନମ୍ବର ୬୮୨୧୮ ରାୟପୁର -ଟିଟଲାଗଡ଼ ପାସେଞ୍ଜର ୦୭.୦୮.୨୦୨୫ ରୁ ୧୫.୦୮.୨୦୨୫ ପର୍ଯ୍ୟନ୍ତ ବାତିଲ ରହିବ। ୫- ଟ୍ରେନ ନମ୍ବର ୫୮୩୦୩ ସମ୍ବଲପୁର-ଜୁନାଗଡ଼ ରୋଡ୍ ପାସେଞ୍ଜର ୦୬.୦୮.୨୦୨୫ ରୁ ୧୫.୦୮.୨୦୨୫ ପର୍ଯ୍ୟନ୍ତ ବାତିଲ ରହିବ। ୬- ଟ୍ରେନ ନମ୍ବର ୫୮୩୦୪ ଜୁନାଗଡ଼ ରୋଡ୍ -ସମ୍ବଲପୁର ପାସେଞ୍ଜର ୦୭.୦୮.୨୦୨୫ ରୁ ୧୬.୦୮.୨୦୨୫ ପର୍ଯ୍ୟନ୍ତ ବାତିଲ ରହିବ। ୭- ଟ୍ରେନ ନମ୍ବର ୫୮୩୦୫ ବଲାଙ୍ଗୀର-ପୁରୁଣାକଟକ ପାସେଞ୍ଜର ୦୭.୦୮.୨୦୨୫ ରୁ ୧୫.୦୮.୨୦୨୫ ପର୍ଯ୍ୟନ୍ତ ବାତିଲ ରହିବ। ୮- ଟ୍ରେନ ନମ୍ବର ୫୮୩୦୬ ପୁରୁଣାକଟକ - ବଲାଙ୍ଗୀର ପାସେଞ୍ଜର ୦୭.୦୮.୨୦୨୫ ରୁ ୧୫.୦୮.୨୦୨୫ ପର୍ଯ୍ୟନ୍ତ ବାତିଲ ରହିବ। ୯- ଟ୍ରେନ ନମ୍ବର ୫୮୩୦୭ ବଲାଙ୍ଗୀର-ପୁରୁଣାକଟକ ପାସେଞ୍ଜର ୦୭.୦୮.୨୦୨୫ ରୁ ୧୫.୦୮.୨୦୨୫ ପର୍ଯ୍ୟନ୍ତ ବାତିଲ ରହିବ। ୧୦- ଟ୍ରେନ ନମ୍ବର ୫୮୩୦୮ ପୁରୁଣାକଟକ - ବଲାଙ୍ଗୀର ପାସେଞ୍ଜର ୦୭.୦୮.୨୦୨୫ ରୁ ୧୫.୦୮.୨୦୨୫ ପର୍ଯ୍ୟନ୍ତ ବାତିଲ ରହିବ। ୧୧- ଟ୍ରେନ ନମ୍ବର ୫୮୩୦୯ ବଲାଙ୍ଗୀର - ସୋନପୁର ପାସେଞ୍ଜର ୦୭.୦୮.୨୦୨୫ ରୁ ୧୫.୦୮.୨୦୨୫ ପର୍ଯ୍ୟନ୍ତ ବାତିଲ ରହିବ। ୧୨- ଟ୍ରେନ ନମ୍ବର ୫୮୩୧୦ ସୋନପୁର- ବଲାଙ୍ଗୀର ପାସେଞ୍ଜର ୦୮.୦୮.୨୦୨୫ ରୁ ୧୬.୦୮.୨୦୨୫ ପର୍ଯ୍ୟନ୍ତ ବାତିଲ ରହିବ। ୧୩- ଟ୍ରେନ ନମ୍ବର ୧୮୩୦୧/୧୮୩୦୨ ସମ୍ବଲପୁର-ରାୟଗଡା-ସମ୍ବଲପୁର ଏକ୍ସପ୍ରେସ ୦୭.୦୮.୨୦୨୫ ରୁ ୧୬.୦୮.୨୦୨୫ ପର୍ଯ୍ୟନ୍ତ ଉଭୟ ଦିଗରୁ ବାତିଲ ରହିବ। ୧୪- ଟ୍ରେନ ନମ୍ବର ୧୮୩୦୩/୧୮୩୦୪ ସମ୍ବଲପୁର-ପୁରୀ-ସମ୍ବଲପୁର ଏକ୍ସପ୍ରେସ ୦୭.୦୮.୨୦୨୫ ରୁ ୧୬.୦୮.୨୦୨୫ ପର୍ଯ୍ୟନ୍ତ ଉଭୟ ଦିଗରୁ ବାତିଲ ରହିବ। ୧୫- ଟ୍ରେନ ନମ୍ବର ୨୦୮୦୯ ସମ୍ବଲପୁର- ନାନ୍ଦେଡ ଏକ୍ସପ୍ରେସ୍ ୦୮, ୧୦, ୧୧ ଏବଂ ୧୫ ଅଗଷ୍ଟ ୨୦୨୫ ରେ ବାତିଲ ରହିବ।

୧୬- ଟ୍ରେନ ନମ୍ବର ୨୦୮୧୦ ନାନ୍ଦେଡ- ସମ୍ବଲପୁର ଏକ୍ସପ୍ରେସ୍ ୦୯, ୧୧, ୧୨ ଏବଂ ୧୬ ଅଗଷ୍ଟ ୨୦୨୫ ରେ ବାତିଲ ରହିବ।

୧୭- ଟ୍ରେନ ନମ୍ବର ୨୦୮୩୨ ସମ୍ବଲପୁର-ଶାଲିମାର ଏକ୍ସପ୍ରେସ୍ ୦୭, ୧୦, ୧୨ ଏବଂ ୧୪ ଅଗଷ୍ଟ ୨୦୨୫ ରେ ବାତିଲ ରହିବ।

୧୮- ଟ୍ରେନ ନମ୍ବର ୨୦୮୩୧ ଶାଲିମାର- ସମ୍ବଲପୁର ଏକ୍ସପ୍ରେସ୍ ୦୮, ୧୧, ୧୩ ଏବଂ ୧୫ ଅଗଷ୍ଟ ୨୦୨୫ ରେ ବାତିଲ ରହିବ।

୧୯- ଟ୍ରେନ ନମ୍ବର ୨୨୮୦୪ ସମ୍ବଲପୁର- ଶାଲିମାର ଏକ୍ସପ୍ରେସ୍ ୦୮ ଏବଂ ୧୫ ଅଗଷ୍ଟ ୨୦୨୫ ରେ ବାତିଲ ରହିବ। ୨୦- ଟ୍ରେନ ନମ୍ବର ୨୨୮୦୩ ଶାଲିମାର- ସମ୍ବଲପୁର ଏକ୍ସପ୍ରେସ୍ ୦୯ ଏବଂ ୧୬ ଅଗଷ୍ଟ ୨୦୨୫ ରେ ବାତିଲ ରହିବ। ୨୧- ଟ୍ରେନ ନମ୍ବର ୧୮୫୨୩ ବିଶାଖାପାଟଣା- ବନାରସ ଏକ୍ସପ୍ରେସ୍ ୧୦ ଏବଂ ୧୩ ଅଗଷ୍ଟ ୨୦୨୫ ରେ ବାତିଲ ରହିବ। ୨୨- ଟ୍ରେନ ନମ୍ବର ୧୮୫୨୪ ବନାରସ- ବିଶାଖାପାଟଣା ଏକ୍ସପ୍ରେସ୍ ୧୧ ଏବଂ ୧୪ ଅଗଷ୍ଟ ୨୦୨୫ ରେ ବାତିଲ ରହିବ। ୨୩- ଟ୍ରେନ ନମ୍ବର ୧୮୩୧୧ ସମ୍ବଲପୁର-ବୌଦ୍ଧ ଏକ୍ସପ୍ରେସ୍ ୧୦ ଅଗଷ୍ଟ ୨୦୨୫ ରେ ବାତିଲ ରହିବ। ୨୪- ଟ୍ରେନ ନମ୍ବର ୧୮୩୧୨ ବୌଦ୍ଧ-ସମ୍ବଲପୁର ଏକ୍ସପ୍ରେସ୍ ୧୨ ଅଗଷ୍ଟ ୨୦୨୫ ରେ ବାତିଲ ରହିବ। ୨୫- ଟ୍ରେନ ନମ୍ବର୧୮୩୧୩/୧୮୩୧୪ ବୌଦ୍ଧ- ଭୁବନେଶ୍ୱର-ବୌଦ୍ଧ ଏକ୍ସପ୍ରେସ ୧୧ଅଗଷ୍ଟ ୨୦୨୫ ରେ ବାତିଲ ରହିବ।

ମାର୍ଗ ପରିବର୍ତ୍ତନରେ

1- ଟ୍ରେନ୍ ନମ୍ବର 18451/18452 ତପସ୍ୱିନୀ ଏକ୍ସପ୍ରେସ 27.07.2025 ରୁ 14.08.2025 ପର୍ଯ୍ୟନ୍ତ ସରଲା-ସମ୍ବଲପୁର-ସମ୍ବଲପୁର ସିଟି ମାର୍ଗ ବଦଳରେ ସରଲା - ସମ୍ବଲପୁର ସିଟି ମାର୍ଗ ଦେଇ ଚଳାଚଳ କରିବ।

2- ଟ୍ରେନ୍ ନମ୍ବର 18189 ଟାଟା- ଏର୍ଣ୍ଣାକୁଲମ ଏକ୍ସପ୍ରେସ 08.08 2025 ରୁ 14.08.2025 ପର୍ଯ୍ୟନ୍ତ ଟାଟା,ଝାରସୁଗୁଡା,ବିଜୟନଗରମ୍ ମାର୍ଗ ବଦଳରେ ଝାରସୁଗୁଡା, ସମ୍ବଲପୁର ସିଟି, ଅନଗୁଲ, ନରIଜମାର୍ଥାପୁର, ଖୋର୍ଦ୍ଧା ରୋଡ୍, ବିଜୟନଗରମ୍ ମାର୍ଗ ଦେଇ ଚଳାଚଳ କରିବ।

3- ଟ୍ରେନ୍ ନମ୍ବର 18190 ଏର୍ଣ୍ଣାକୁଲମ- ଟାଟା ଏକ୍ସପ୍ରେସ 07.08 2025 ରୁ 13.08.2025 ପର୍ଯ୍ୟନ୍ତ ବିଜୟନଗରମ୍, ଝାରସୁଗୁଡା,ଟାଟା ମାର୍ଗ ବଦଳରେ ବିଜୟନଗରମ୍, ଖୋର୍ଦ୍ଧା ରୋଡ୍, ନରIଜମାର୍ଥାପୁର, ଅନଗୁଲ, ସମ୍ବଲପୁର ସିଟି, ଝାରସୁଗୁଡା,ମାର୍ଗ ଦେଇ ଚଳାଚଳ କରିବ।

4- ଟ୍ରେନ୍ ନମ୍ବର 12375 ତାମ୍ବରମ-ଜସିଡିହ ଏକ୍ସପ୍ରେସ 09.08.2025 ରେ ବିଜୟନଗରମ୍, ଝାରସୁଗୁଡା,ଚକ୍ରଧରପୁର ମାର୍ଗ ବଦଳରେ ବିଜୟନଗରମ୍, ଖୋର୍ଦ୍ଧା ରୋଡ୍, ନରIଜମାର୍ଥାପୁର, ଅନଗୁଲ, ସମ୍ବଲପୁର ସିଟି, ଝାରସୁଗୁଡା ମାର୍ଗ ଦେଇ ଚଳାଚଳ କରିବ।

5- ଟ୍ରେନ୍ ନମ୍ବର 12376 ଜସିଡିହ- ତାମ୍ବରମ ଏକ୍ସପ୍ରେସ 13.08.2025 ରେ ଚକ୍ରଧରପୁର, ଝାରସୁଗୁଡା, ବିଜୟନଗରମ୍ ମାର୍ଗ ବଦଳରେ ଝାରସୁଗୁଡା, ସମ୍ବଲପୁର ସିଟି, ଅନଗୁଲ, ନରIଜମାର୍ଥାପୁର, ଖୋର୍ଦ୍ଧା ରୋଡ୍, ବିଜୟନଗରମ୍ ମାର୍ଗ ଦେଇ ଚଳାଚଳ କରିବ।

6- ଟ୍ରେନ୍ ନମ୍ବର 20858 ସାଇନଗର ଶିରିଡି -ପୁରୀ ଏକ୍ସପ୍ରେସ 10.08.2025 ରେ ରାୟପୁର, ଟିଟିଲାଗଡ, ସମ୍ବଲପୁର, ଅନଗୁଲ, ଖୋର୍ଦ୍ଧା ରୋଡ୍ ମାର୍ଗ ବଦଳରେ ରାୟପୁର, ଟିଟିଲାଗଡ, ବିଜୟନଗରମ୍, ଖୋର୍ଦ୍ଧା ରୋଡ୍ ମାର୍ଗ ଦେଇ ଚଳାଚଳ କରିବ।

7- ଟ୍ରେନ୍ ନମ୍ବର 12889 ଟାଟା- SMVB ବେଙ୍ଗାଲୁରୁ ଏକ୍ସପ୍ରେସ 08.08.2025 ରେ ଟାଟା, ଝାରସୁଗୁଡା,ବିଜୟନଗରମ୍ ମାର୍ଗ ବଦଳରେ ଝାରସୁଗୁଡା,ସମ୍ବଲପୁର ସିଟି, ଅନଗୁଲ, ନରIଜମାର୍ଥାପୁର, ଖୋର୍ଦ୍ଧା ରୋଡ୍, ବିଜୟନଗରମ୍ ମାର୍ଗ ଦେଇ ଚଳାଚଳ କରିବ।

8- ଟ୍ରେନ୍ ନମ୍ବର 12890 SMVB ବେଙ୍ଗାଲୁରୁ-ଟାଟା ଏକ୍ସପ୍ରେସ 11.08.2025 ରେ ବିଜୟନଗରମ୍, ଝାରସୁଗୁଡା, ଟାଟା ମାର୍ଗ ବଦଳରେ ବିଜୟନଗରମ୍, ଖୋର୍ଦ୍ଧା ରୋଡ୍, ନରIଜମାର୍ଥାପୁର, ଅନଗୁଲ, ସମ୍ବଲପୁର ସିଟି, ଝାରସୁଗୁଡା ମାର୍ଗ ଦେଇ ଚଳାଚଳ କରିବ।

9- ଟ୍ରେନ୍ ନମ୍ବର 12836 SMVB ବେଙ୍ଗାଲୁରୁ-ହାଟିଆ ଏକ୍ସପ୍ରେସ 12.08.2025 ରେ ବିଜୟନଗରମ୍, ଝାରସୁଗୁଡା, ରାଉରକେଲା ମାର୍ଗ ବଦଳରେ ବିଜୟନଗରମ୍, ଖୋର୍ଦ୍ଧା ରୋଡ୍, ନରIଜମାର୍ଥାପୁର, ଅନଗୁଲ, ସମ୍ବଲପୁର ସିଟି, ଝାରସୁଗୁଡା ମାର୍ଗ ଦେଇ ଚଳାଚଳ କରିବ।

ଗନ୍ତବ୍ୟ ସ୍ଥଳ ପୂର୍ବରୁ ବାତିଲ:

1- ଟ୍ରେନ ନମ୍ବର 15028 ଗୋରଖପୁର-ସମ୍ବଲପୁର ମୌର୍ଯ୍ୟ ଏକ୍ସପ୍ରେସ 06.08.2025 ରୁ 13.08.2025 ପର୍ଯ୍ୟନ୍ତ ରେଙ୍ଗାଲି ଷ୍ଟେସନ ପର୍ଯ୍ୟନ୍ତ ଚଳାଚଳ କରିବ ଏବଂ 15027 ସମ୍ବଲପୁର-ଗୋରଖପୁର ମୌର୍ଯ୍ୟ ଏକ୍ସପ୍ରେସ 08.08.2025 ରୁ 15.08.2025 ପର୍ଯ୍ୟନ୍ତ ରେଙ୍ଗାଲି ଷ୍ଟେସନରୁ ଯାତ୍ରା ଆରମ୍ଭ କରିବ। ରେଙ୍ଗାଲି ଏବଂ ସମ୍ବଲପୁର ମଧ୍ୟରେ ସେବା ବାତିଲ ରହିବ।

2- ଟ୍ରେନ ନମ୍ବର 68031 ଝାରସୁଗୁଡା-ସମ୍ବଲପୁର (MEMU) ଏବଂ 68033 ଝାରସୁଗୁଡା-ସମ୍ବଲପୁର (MEMU) 07.08.2025 ରୁ 14.08.2025 ପର୍ଯ୍ୟନ୍ତ ସମ୍ବଲପୁର ସିଟି ଷ୍ଟେସନ ପର୍ଯ୍ୟନ୍ତ ଚଲାଚଲ କରିବ ଏବଂ ଟ୍ରେନ ନମ୍ବର ୬୮୦୩୨ ସମ୍ବଲପୁର-ଝାରସୁଗୁଡ଼ା (MEMU) ଏବଂ ଟ୍ରେନ୍ ନମ୍ବର ୬୮୦୩୪ ସମ୍ବଲପୁର-ଝାରସୁଗୁଡ଼ା (MEMU) ୦୭.୦୮.୨୦୨୫ ରୁ ୧୪.୦୮.୨୦୨୫ ପର୍ଯ୍ୟନ୍ତ ସମ୍ବଲପୁର ସିଟି ଷ୍ଟେସନରୁ ଯାତ୍ରା ଆରମ୍ଭ କରିବ । ସମ୍ବଲପୁର ସିଟି ଏବଂ ସମ୍ବଲପୁର ମଧ୍ୟରେ ସେବା ବାତିଲ ରହିବ।

୩- ଟ୍ରେନ୍ ନମ୍ବର ୧୮୩୧୦ ଜମ୍ମୁ ତାୱି-ସମ୍ବଲପୁର ଏକ୍ସପ୍ରେସ୍ ୦୭, ୦୮, ୧୦, ୧୨ ଏବଂ ୧୪ ଅଗଷ୍ଟ ୨୦୨୫ ରେ ରେଙ୍ଗାଲି ଷ୍ଟେସନ ପର୍ଯ୍ୟନ୍ତ ଚଳାଚଳ କରିବ ଏବଂ ଟ୍ରେନ୍ ନମ୍ବର ୧୮୩୦୯ ସମ୍ବଲପୁର-ଜମ୍ମୁ ତାୱି ଏକ୍ସପ୍ରେସ୍ ୦୭, ୦୯, ୧୧, ୧୨ ଏବଂ ୧୪ ଅଗଷ୍ଟ ୨୦୨୫ ରେ ରେଙ୍ଗାଲି ଷ୍ଟେସନରୁ ଯାତ୍ରା ଆରମ୍ଭ କରିବ। ରେଙ୍ଗାଲି ଏବଂ ସମ୍ବଲପୁର ମଧ୍ୟରେ ସେବା ବାତିଲ ରହିବ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande