କିଏ ହ୍ୟାକ୍ କରିଛି ସାଇବର ସେଲ୍ ସହ ଆଲୋଚନା କରୁଛୁ - ଉଚ୍ଚଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର, ୨୮ ଜୁଲାଇ (ହି.ସ.)- ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ଇନଷ୍ଟା ଆଇଡି ହ୍ୟାକ୍ ହେବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ସେ କହିଛନ୍ତି ଯେ ଉଚ୍ଚଶିକ୍ଷା ବିଭାଗ ଆଇଡି ହ୍ୟାକ କେତେ ଦିନ ହେଲା ହେଇଛି ସେ ନେଇ ରିପୋର୍ଟ ଆସିଲା ପରେ ଜଣାପଡ଼ିବ। କେତେ ଦିନ ହେ
କିଏ ହ୍ୟାକ୍ କରିଛି ସାଇବର ସେଲ୍ ସହ ଆଲୋଚନା କରୁଛୁ - ଉଚ୍ଚଶିକ୍ଷା ମନ୍ତ୍ରୀ


ଭୁବନେଶ୍ୱର, ୨୮ ଜୁଲାଇ (ହି.ସ.)- ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ଇନଷ୍ଟା ଆଇଡି ହ୍ୟାକ୍ ହେବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ସେ କହିଛନ୍ତି ଯେ ଉଚ୍ଚଶିକ୍ଷା ବିଭାଗ ଆଇଡି ହ୍ୟାକ କେତେ ଦିନ ହେଲା ହେଇଛି ସେ ନେଇ ରିପୋର୍ଟ ଆସିଲା ପରେ ଜଣାପଡ଼ିବ। କେତେ ଦିନ ହେଲା କିମ୍ବା କିଏ କରିଛି , ଏଥିକଲ କିମ୍ବା ଦେଶ ବାହାର ହାକର ହ୍ୟାକ୍ କରିଛି ସେ ବିଷୟରେ ସାଇବର ସେଲ୍ ସହ ଆମେ ଆଲୋଚନା କରୁଛୁ। ରିପୋର୍ଟ ଆସିଲେ ସବୁ ଜଣା ପଡ଼ିବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande