କ୍ୟାପିଟାଲ ହାଉସିଂ କର୍ପୋରେସନର ପୂର୍ବତନ ଚେୟାରମ୍ୟାନଙ୍କ ନାଁରେ ଏତଲା
ଭୁବନେଶ୍ୱର, ୨୮ ଜୁଲାଇ (ହି.ସ.)- କ୍ୟାପିଟାଲ ହାଉସିଂ କର୍ପୋରେସନର ପୂର୍ବତନ ଚେୟାରମ୍ୟାନ ବିଶ୍ୱ ରଞ୍ଜନ ମହାନ୍ତିଙ୍କ ନାଁରେ ଏତଲା ହୋଇଛି। ପଦବୀରେ ନଥାଇ ମଧ୍ୟ ସେ ନିଜ ଗାଡିରେ ବୋର୍ଡ ଲଗାଇ ବୁଲୁଥିବା ଅଭିଯୋଗ କରିଛନ୍ତି ବର୍ତମାନର ଚେୟାରମ୍ୟାନ ବିଜୟଲଷ୍ମୀ ମହାପାତ୍ର। ଏନେଇ ଶ୍ରୀମତୀ ମହାପାତ୍ର ସୋମ
କ୍ୟାପିଟାଲ ହାଉସିଂ କର୍ପୋରେସନର ପୂର୍ବତନ ଚେୟାରମ୍ୟାନଙ୍କ ନାଁରେ ଏତଲା


ଭୁବନେଶ୍ୱର, ୨୮ ଜୁଲାଇ (ହି.ସ.)- କ୍ୟାପିଟାଲ ହାଉସିଂ କର୍ପୋରେସନର ପୂର୍ବତନ ଚେୟାରମ୍ୟାନ ବିଶ୍ୱ ରଞ୍ଜନ ମହାନ୍ତିଙ୍କ ନାଁରେ ଏତଲା ହୋଇଛି। ପଦବୀରେ ନଥାଇ ମଧ୍ୟ ସେ ନିଜ ଗାଡିରେ ବୋର୍ଡ ଲଗାଇ ବୁଲୁଥିବା ଅଭିଯୋଗ କରିଛନ୍ତି ବର୍ତମାନର ଚେୟାରମ୍ୟାନ ବିଜୟଲଷ୍ମୀ ମହାପାତ୍ର। ଏନେଇ ଶ୍ରୀମତୀ ମହାପାତ୍ର ସୋମବାର ଦିନ ସହିଦ ନଗର ଥାନରେ ଏତଲା ଦାୟର କରି ପୋଲିସର କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande