କମିଶନରେଟ ପୋଲିସର ଆଣ୍ଟି ଡ୍ରଗ୍ସ ଅପରେସନ, ବିଭିନ୍ନ ଚା’, ପାନ ଦୋକାନରେ ରେଡ୍
ଭୁବନେଶ୍ୱର, 28 ଜୁଲାଇ (ହି.ସ.)- କମିଶନରେଟ ପୋଲିସର ଆଣ୍ଟି ଡ୍ରଗ୍ସ ଅପରେସନ । ରାଜଧାନୀର ବିଭିନ୍ନ ଚାହା ଓ ପାନ ଦୋକାନରେ ସ୍ପେଶାଲ କ୍ରାଇମ ୟୁନିଟ ରେଡ୍ କରିଛି । ଖଣ୍ଡଗିରି ଅଂଚଳରେ ଚଢ଼ାଉ ଜାରି ରଖିଛି ପୋଲିସ । ଚଢ଼ାଉ ବେଳେ କିଛି ଦୋକାନରୁ ଗଞ୍ଜେଇ ମିଳିବା ପରେ ଦ
କମିଶନରେଟ ପୋଲିସର ଆଣ୍ଟି     ଡ୍ରଗ୍ସ ଅପରେସନ, ବିଭିନ୍ନ ଚା’, ପାନ ଦୋକାନରେ ରେଡ୍


ଭୁବନେଶ୍ୱର, 28 ଜୁଲାଇ (ହି.ସ.)- କମିଶନରେଟ ପୋଲିସର ଆଣ୍ଟି ଡ୍ରଗ୍ସ ଅପରେସନ । ରାଜଧାନୀର

ବିଭିନ୍ନ ଚାହା ଓ ପାନ ଦୋକାନରେ ସ୍ପେଶାଲ କ୍ରାଇମ ୟୁନିଟ ରେଡ୍ କରିଛି । ଖଣ୍ଡଗିରି ଅଂଚଳରେ

ଚଢ଼ାଉ ଜାରି ରଖିଛି ପୋଲିସ । ଚଢ଼ାଉ ବେଳେ କିଛି

ଦୋକାନରୁ ଗଞ୍ଜେଇ ମିଳିବା ପରେ ଦୋକାନୀଙ୍କୁ ଉଠେଇ ନେଇଛି ପୋଲିସ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande