ଭୁବନେଶ୍ୱର,୨୮ ଜୁଲାଇ (ହି.ସ.)- ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଆଇଡି କାର୍ଡ ରଙ୍ଗ ବଦଳିଛି। ୨୦୨୫-୨୬ ଶିକ୍ଷାବର୍ଷରୁ ଛାତ୍ରଛାତ୍ରୀ ନୂଆ ଆଇଡି କାର୍ଡ ପିନ୍ଧିବେ । ପୂର୍ବରୁ ଆଇଡି କାର୍ଡର ରଙ୍ଗ ସବୁଜ ରହିଥିବା ବେଳେ ଏବେ ଏହାର ରଙ୍ଗ ଗେରୁଆ ହୋଇଛି। ସେହିପରି ହାଉସ ୟୁନିଫର୍ମ ଓ ଟୋପିର ଲୋଗୋ ମଧ୍ୟ ବଦଳିଛି। ଟୋପିର ରଙ୍ଗ ଧଳା ଓ ସେଥିରେ ଲୋଗୋ ସହ ସ୍ଲୋଗାନ ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା