ନ୍ୟୁୟର୍କରେ ଆତତାୟୀର ଗୁଳି ବର୍ଷା, 5 ମୃତ
ନ୍ୟୁୟର୍କ, 29 ଜୁଲାଇ (ହି.ସ.) - ଆମେରିକାର ନ୍ୟୁୟର୍କ ସହରରେ ସୋମବାର ଦିନ ଗୁଳିକାଣ୍ଡ ଘଟଣାରେ ୫ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଜଣେ ମାତ୍ର ଆକ୍ରମଣକାରୀ ଘଟଣା ପରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛି । ଆତତାୟୀ ଜଣକ ନେଭାଡା ବାସିନ୍ଦା ଶେନ ତାମୁରା ବୋଲି ଜଣାପଡିଛି
ନ୍ୟୁୟର୍କରେ ଆତତାୟୀର     ଗୁଳି ବର୍ଷା, 5 ମୃତ


ନ୍ୟୁୟର୍କ, 29 ଜୁଲାଇ (ହି.ସ.)

- ଆମେରିକାର

ନ୍ୟୁୟର୍କ ସହରରେ ସୋମବାର ଦିନ ଗୁଳିକାଣ୍ଡ ଘଟଣାରେ ୫ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଜଣେ ମାତ୍ର

ଆକ୍ରମଣକାରୀ ଘଟଣା ପରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛି । ଆତତାୟୀ ଜଣକ ନେଭାଡା ବାସିନ୍ଦା

ଶେନ ତାମୁରା ବୋଲି ଜଣାପଡିଛି । ଏହାପୂର୍ବରୁ, ପାର୍କ ଏଭେନ୍ୟୁ ଅଞ୍ଚଳରେ ଥିବା ଏକ ବିଲ୍ଡିଂ ବାହାରେ ଆକ୍ରମଣକାରୀ ଗୁଳିବର୍ଷା

କରିଥିଲା, ଫଳରେ ସେ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande