କେନ୍ଦୁଝର, 3 ଜୁଲାଇ (ହି.ସ.) ଆସନ୍ତା ଗୁରୁବାର ୧୦ ତାରିଖ ମା ତାରିଣୀଙ୍କ ଆଷାଢି ପର୍ବ ପାଳନ ହେବ। ଏହି ପର୍ବ ପାଇଁ ଘଟଗାଁ ମା ତାରିଣୀଙ୍କ ଦୁଆରଶୁଣି ଓ ମା ତାରିଣୀଙ୍କ ଦିନ ବେଳା ମନ୍ଦିର ପୂଜା ବନ୍ଦ ରହିବ। ମା ଙ୍କ ପୂଜା ପାଇଁ ସନ୍ଧ୍ୟା ସାତଟାରେ ମନ୍ଦୀର ଖୋଲା ରହି ରାତି ଦଶଟା ପର୍ଯ୍ୟନ୍ତ ଯଥାରୀତି ପୂଜାର୍ଚ୍ଚନା କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୁଚନା ଦିଆଯାଇଛି।
ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA